ହଠାତ ଫେଲ ହେଲା ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ
ହଠାତ ଫେଲ ହେଲା ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ନୂଆଦିଲ୍ଲୀ (ଏଜେନ୍ସି): ହଠାତ ଫେଲ ହୋଇଯାଇଛି ସୋସିଆଲ ମିଡିଆ । ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ସେବା ଠପ୍ ହୋଇ ଯାଇଛି । ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା…
