ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ ବାଲେଶ୍ୱର(ଏନ୍‌.ଏମ୍‌.): ସ୍ୱାମୀଙ୍କ ଶେଷ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାକୁ ଆସିଛନ୍ତି ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ସ୍ୱାମୀ ଯାହା ଭାବିଥିଲେ, ତା’କୁ ସେ ଜୀବିତାବସ୍ଥାରେ ପୂରଣ କରି ପାରି ନଥିଲେ । କିନ୍ତୁ ସ୍ୱାମୀଙ୍କ ଅବର୍ତ୍ତମାନରେ ପତ୍ନୀ ଉକ୍ତ ସ୍ୱପ୍ନକୁ ପୂରଣ କରିଛନ୍ତି । ଏହି ଚର୍ଚ୍ଚିତ ବ୍ୟକ୍ତି…

Read More

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଭୁବନେଶ୍ୱର(ଏନ୍‌.ଏମ୍‌.) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ…

Read More

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ ଦେଖନ୍ତୁ କୁଏତରୁ ମନଛୁଆଁ କାର୍ଯ୍ୟକ୍ରମର ବିରଳ ଭିଡିଓ … କୁଏତ(ଏଜେନ୍ସି): ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଏତର ଆବୁ ହଲିଫାର ଦୁମ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟମାନଙ୍କ ସହୃଦୟତା, ସରଳତା, ପରୋପକାରୀ ଭଳି ସଂସ୍କାରକୁ ନେଇ ବିଶ୍ୱଗୁରୁର ଆଖ୍ୟା ଅର୍ଜନ କରିଥିବା ମତପ୍ରକାଶ ପାଇଥିଲା…

Read More

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା

ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସବୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ଭୁବନେଶ୍ୱର (ଏନ୍‌.ଏମ୍‌.): ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଅତିରିକ୍ତ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭତ୍ତା ହିତାଧିକାରୀମାନେ ଏହି ସହାୟତା ସେମାନଙ୍କ…

Read More

ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଓସିଏର ପ୍ରସ୍ତୁତି ବୈଠକ

ବାରବାଟୀରେ ଇଣ୍ଡିଆ ସାଉଥ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଓସିଏର ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ସହିତ ସାଉଥ ଆଫ୍ରିକାର ଟି-୨୦ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦର୍ଶକମାନଙ୍କୁ ନେଇ ମ୍ୟାଚ ହେବା ପାଇଁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଓସିଏ ଚିଠି କରିଛି ।…

Read More

ଲଣ୍ଡା ହେଲେ ଅଭିନେତା ଚନ୍ଦନ କର

ଲଣ୍ଡା ହେଲେ ଅଭିନେତା ଚନ୍ଦନ କର ଭୁବନେଶ୍ୱର(ଏନ୍‌.ଏମ୍‌.):ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲ୍‌ଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦନ କର । ଚିରାଚରିତ ଲଭ୍, ରୋମାନ୍ସ୍ ଭଳି ସିନେମାଠାରୁ ଦୂରେଇ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି ଅଭିନେତା ଚନ୍ଦନ । କିଛିଦିନ ପୂର୍ବରୁ ଓଡ଼ିଶାର ପ୍ରଥମ ଶହୀଦ…

Read More

ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’ ରାଜ୍ୟପାଳଙ୍କ ପ୍ରଶଂସା ଓ ସମ୍ବର୍ଦ୍ଧନା

ରାଜଭବନରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପରିଚୟ’ ରାଜ୍ୟପାଳଙ୍କ ପ୍ରଶଂସା ଓ ସମ୍ବର୍ଦ୍ଧନା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଭବନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚଳଚ୍ଚିତ୍ରଟି ଉପଭୋଗ କରିବା ସହିତ ଏପରି ସୃଜନ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ଚଳଚ୍ଚିତ୍ରର ବିଷୟକୁ ଭାବ-ଉଦ୍ରେକକାରୀ ଓ ଏହାର ବାର୍ତ୍ତା ପ୍ରଭାବଶାଳୀ ବୋଲି ଉଲ୍ଲେଖ କରିଛନ୍ତି । ‘ପରିଚୟ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ସାତ୍ୟକି ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ…

Read More

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ କଟକ କ୍ରିମିନାଲ କୋର୍ଟସ ବାରର ଆସୋସିଏସନର ନବ ନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରମାକାନ୍ତ ଭୋଇ, ପ୍ରଦୀପ…

Read More

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକବି ତଥା କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ରବୀନ୍ଦ୍ରନାଥ ଠାକୁର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ସେହିଭଳି କଟକ ମହାନଗର ନିଗମ ୪୬ନମ୍ବର ୱାର୍ଡ଼ କଂଗ୍ରେସ କମିଟି ପକ୍ଷରୁ ଅନୁରୂପ ଭାବେ ଶ୍ରୀ ଟାଗୋରଙ୍କ ଜୟନ୍ତୀ ପାଳିତ ହୋଇଥିଲା । ୱାର୍ଡ଼ କଂଗ୍ରେସ ନେତା ଅଜୟ ଗୋଚ୍ଛାୟତଙ୍କ ପୌରହିତ୍ୟରେ…

Read More

କିନ୍ନରମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ : ମନ୍ତ୍ରୀ

ଭୁବନେଶ୍ୱରରେ କିନ୍ନର କଲ୍ୟାଣ ନେଇ ପୂର୍ବାଞ୍ଚଳ କର୍ମଶାଳା ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ କିନ୍ନରମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ : ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): କିନ୍ନରମାନଙ୍କ ଜବୀନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଆଜି ଭାରତ ସରକାରଙ୍କ…

Read More

ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ

ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱର (ଏନ୍‌.ଏମ୍‌.): ଉତ୍କର୍ଷ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱବିଦିତ, ନିଜର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ । ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ୱତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ ‘ବାନ୍ଧବସ୍ତ୍ର’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ…

Read More

ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର

ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର ଭୁବନେଶ୍ୱର (ଏନ୍‍.ଏମ୍‍.):ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଜୀବନୀ ଉପରେ ପର୍ଯ୍ୟବସିତ ପାଞ୍ଚଟି ସ୍ୱତନ୍ତ୍ର ଚିତ୍ର ଓଡ଼ିଶା ଲାଇଭ୍‌ ମେଡ଼ିଆ ନେଟ୍‌ୱାର୍କ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଚିତ୍ରଗୁଡ଼ିକୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରକାର ଶ୍ରୀ ବଳଦେବ ମହାରଥା ପ୍ରସ୍ତୁତ କରିଛନ୍ତି । ବିଜୁବାବୁୁ ଓଡ଼ିଆ ଅସ୍ମିତା, ଜାତୀୟତା ଓ ସ୍ୱାଭିମାନର ପ୍ରତୀକ । ସେ ଜଣେ ବ୍ୟକ୍ତି ନଥିଲେ…

Read More