ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା
ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା କଟକ(ଏନ୍.ଏମ୍.): ଆସନ୍ତା ଜୁନ ୧୭ ତାରିଖ ରୁ ୨୦ ତାରିଖ ପର୍ଯନ୍ତ ହେବାକୁଯାଉଥିବା ୩୦ ତମ ଜୁନିୟର ଜାତୀୟ ଅସୀଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ୟୁନିଅନ କ୍ଲବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଅସୀଚାଳନା ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓଙ୍କ ସଭାପତିତ୍ୱ କରିଥିଲେ । ତେବେ ଏନେଇ ଶ୍ରୀ ସିଂ ଦେଓ ମୁଖ୍ୟମନ୍ତ୍ରୀ ନବୀନ…
