କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କଟକରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ କଟକ(ଏନ୍‌.ଏମ୍‌.): କଟକ ସହରରେ କିନ୍ନରମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସାବିତ୍ରୀ ବ୍ରତ ପାଳନ କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ଶଙ୍କରପୁର ଡିହସାହିସ୍ଥିତ ସାମୁଲେଇ ମନ୍ଦିର ପ୍ରାଙ୍ଗଣରେ କିନ୍ନରମାନେ ନବ ବସ୍ତ୍ର ପରିଧାନ କରି ସାବିତ୍ରୀ ବ୍ରତ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଶଙ୍ଖା, ସିନ୍ଦୁର ସହିତ ବିଭିନ୍ନ ଫଳମୂଳରେ ଭରା ଭୋଗ ଡାଲା ଧରି ମା’ଙ୍କ ମନ୍ଦିରରେ କିନ୍ନରମାନେ ସମ୍ମିଳିତ ହୋଇ ପାଲନ…

Read More

୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ କୋଣାର୍କ(ଏନ୍‌.ଏମ୍‌.): ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସମୁଦ୍ର ଗୋଲଡେନ ବିଚ୍ ଠାରେ ବେଳାଭୂମି ସଂଯୋଗ ବା ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକନୃତ୍ୟ, ଲୋକ କଳା, ଯୋଗ, ସଡ଼କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, କୁଇଜ୍‌, ପିଲାମାନଙ୍କ ବିଭିନ୍ନ ଖେଳ, ଟଗ୍ ଅଫ୍ ୱାର, ମ୍ୟୁଜିକାଲ ଚେୟାର ଇତ୍ୟାଦି କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଣାର୍କ ପୌର ନିର୍ବାହୀ ଅଧିକାରୀ ସରୋଜ…

Read More

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ

ଜଗତପୁରରେ ସାବିତ୍ରି ଓଷା ପାଇଁ ଫଳ ଦୋକାନରେ ଭିଡ : ଫଳ ଦର ଆକାଶ ଛୁଆଁ : ସତ୍ୟବାନଙ୍କ ପକେଟରେ ଲାଗିଛି ନିଆଁ ଜଗତପୁର(ଏନ୍‌.ଏମ୍‌.): ହିନ୍ଦୁ ଧର୍ମର ପବିତ୍ର ସାବିତ୍ରୀ ବ୍ରତ ପାଇଁ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏପରିକି ଫଳ ଦୋକାନ ଠାରୁ ଆରମ୍ଭ କରି ଶାଢ଼ୀ ଦୋକାନ ପର୍ଯ୍ୟନ୍ତ ଭିଡ ହିଁ ଭିଡ । ବଜାରଘାଟ ଭିଡରେ ପଶି ହେଉନଥିବାବେଳେ ଜଗତପୁର ୪୯ନମ୍ବର ୱାର୍ଡ ସ୍ଥିତ ଖଇରା ପୋଲ ନିକଟରେ ଥିବା…

Read More

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା କମ୍ପୁଟର ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ରକ୍ତଦାନ ଜୀବନଦାନ । ଏବେ ଚିକିତ୍ସା କ୍ଷେତ୍ରରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ରାଜ୍ୟସରକାରଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ବିପୁଳ ରକ୍ତ ସଂଗ୍ରହ କରାଯାଉଛି । ତେଣୁ ରାଜ୍ୟରେ ଦେଖାଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ଆୟୋଜନ କରିଥାନ୍ତି । ତେବେ ଏଭଳି ମହନୀୟ କାର୍ଯ୍ୟ କରିବାକୁ ସ୍ଥାନୀୟ…

Read More

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା ତିଗିରିଆ(ଏନ୍‌.ଏମ୍‌.): ଭାରତର କୋଣଅନୁକୋଣରୁ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଠଗଡ଼ ଉପଖଣ୍ଡ ତିଗିରିଆ ବ୍ଲକ୍‌ର ଭୋଗଡ଼ା ପଞ୍ଚାୟତର ଜଣେ ସାଢ଼େ ତିନିବର୍ଷର ଶିଶୁକନ୍ୟା । ଭୋଗଡ଼ା ଗ୍ରାମର ବିଜୟ କୁମାର ଦାଶ ଓ ପୁନମ ପ୍ରତ୍ୟାଶ ଦାଶଙ୍କ ଝିଅ ସ୍ତୁତିପ୍ରିୟା ଦାଶ ଗତ ଏପ୍ରିଲ୍ ମାସରେ ଇଣ୍ଡିଆ ବୁକ୍ ଅଫ୍…

Read More

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା

ତିଗିରିଆରେ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ତିରିରିଆ ବ୍ଲକ ନୂଆପାଟଣାଠାରେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ଦିନ ଧରି ଚାଲିଥିବା ଏହି ଯାତ୍ରାରେ ବହୁରୂପୀଙ୍କ ବିଶାଳ ପଟୁଆରରେ ହାତ ତିଆରି ହାତୀ ଉପରେ ମଦନମୋହନ ଜୀଉଙ୍କ ଚଳନ୍ତି ପ୍ରତିମା ବିଜେ ହୋଇ ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନୂଆପାଟଣାର ସମସ୍ତ ସାହି ଗଳିର ସାଜସଜ୍ଜା ଓ…

Read More

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ

ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ କୋଣାର୍କ (ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତ ଓ ଯାତ୍ରୀଙ୍କ ଉପସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡର…

Read More

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ ଭୁବନେଶ୍ୱର (ଏନ୍‌.ଏମ୍‌.): ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି । ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଆୟୋଜିତ ଏହି…

Read More

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଲୋକାର୍ପିତ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ବରିଷ୍ଠ ଲେଖକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ପ୍ରଧାନଙ୍କ ତିନୋଟି ପୁସ୍ତକ ‘ଗାନ୍ଧୀ ଆସିଥିଲେ ଉତ୍କଳ ବୁଲି’, ‘କର୍ମଯୋଗୀର କରୁଣ କାହାଣୀ’ ଓ ‘ପିଲାଙ୍କ ହିତ କଥାମାଳା-୨’ ଲୋକାର୍ପିତ ହୋଇଯାଇଛି । ଉତ୍ସବରେ ରମାଶଙ୍କର ପଟ୍ଟନାୟକ, ସୁବ୍ରତ ଚୌଧୁରୀ, ଚିନ୍ତାମଣି ମିଶ୍ର, ସଞୟ ପାତ୍ର ଓ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ବିଶିଷ୍ଟକବି ରକ୍ଷକ ନାୟକ ଉପସ୍ଥିତ ଥିଲେ । ପ୍ରକଶଥାଉକି…

Read More

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ: ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ, ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି । ଆମେ ହେଉଛୁ…

Read More

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ ଜାକର୍ତା (ଏଜେନ୍ସି): ଓଡ଼ିଶାର ଭେଟେରାନ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଆସନ୍ତା କାଲିଠାରୁ ଯୁବ ଭାରତୀୟ ଦଳ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଏହି ଭାରତୀୟ ଦଳରେ ୧୦ଜଣ ସଦସ୍ୟ ପ୍ରଥମ ଥର ଲାଗି ସିନିୟର ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ…

Read More

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ (ଦେୟମୁକ୍ତ) ବାଳକ/ବାଳିକା ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଜଗତପୁର ଗ୍ରାମ ଖେଳପଡିଆରେ ଆଜି ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ ମୁଖ୍ୟବକ୍ତା ଲିଙ୍ଗରାଜ ପୃଷ୍ଟି ,ସମ୍ମାନୀୟ ଅତିଥି ସୁମିତ୍ରା ବେହେରା, ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ଦେବେନ୍ଦ୍ର…

Read More