କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ଦକ୍ଷିଣାୟନ ଉତ୍ସବ
କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ଦକ୍ଷିଣାୟନ ଉତ୍ସବ #କଟକ(ଏନ୍.ଏମ୍.): କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି, ପକ୍ଷରୁ ଦକ୍ଷିଣାୟନ ଉତ୍ସବ ସ୍ଥାନୀୟ ମାରୁତିମଣ୍ଡପ ସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ…
