ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ

ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ ସାମ୍ବାଦିକ ସମ୍ମିଳନୀରେ ନିର୍ଯ୍ୟାତନାର କାହାଣୀ କହିଲେ ଶ୍ରେୟା ପୁରୀ/କଟକ(ଏନ୍‌.ଏମ୍‌.): ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି । ପତି-ପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନାଁ ଧରୁନି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଦେବାରେ ଲାଗିଛନ୍ତି । ଏ ନେଇ ପ୍ରଥମେ କଟକ ମହିଳାଥାନାରେ ଅଭିଯୋଗ ହେବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା…

Read More

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ #କଟକ ସଦର(ଏନ୍‌.ଏମ୍‌.): ବୋଧପୁର ପଞ୍ଚାୟତ ଅନ୍ତର୍ଗତ ପାଇକାଣ ଗ୍ରାମସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୮ତମ ବାର୍ଷିକ ଉତ୍ସବ ବୁଢି ଜାଗୁଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାପରିଷଦ ଉପଧ୍ୟକ୍ଷା ସୁଭଦ୍ରା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ତଥା ଶିକ୍ଷାବିତ୍ ପ୍ରଦୀପ୍ତ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବୋଧପୁର ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ବେହେରା, ସମିତି ସଭ୍ୟା ଭାରତୀ ବିଶ୍ୱାଳ, ସମାଜସେବୀ ଧୀରେନ୍ଦ୍ର ନାଥ…

Read More

ସ୍ୱାସ୍ଥ୍ୟ ବିଭାଗର ନିଆରା ପ୍ରୟାସ: ମେଘା ସେକ୍ଟରରେ ଶାଶୁ ଓ ବୋହୁ ସମ୍ମିଳନୀ

ସ୍ୱାସ୍ଥ୍ୟ ବିଭାଗର ନିଆରା ପ୍ରୟାସ: ମେଘା ସେକ୍ଟରରେ ଶାଶୁ ଓ ବୋହୁ ସମ୍ମିଳନୀ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟର ବେଣ୍ଟପଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଆନୁକୁଲ୍ୟରେ ବେଣ୍ଟପଦା ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶାଶୁ ଓ ବୋହୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍‌ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସମ୍ମିଳନୀରେ…

Read More

ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର

ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର #କଟକ(ଏନ୍‍.ଏମ୍‍.): ପାରିବାରିକ ହିଂସା ଅଭିଯୋଗରେ ଫସିଛନ୍ତି ଓଲିଉଡ଼ ଗାୟକ ହ୍ୟୁମାନ ସାଗର । ତାଙ୍କ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସୁଥିବାବେଳେ ଏବେ ଏହା ସବୁ ସୀମା ଅତିକ୍ରମ କରୁଛି…

Read More

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ #କିଶନନଗର(ଏନ୍‌.ଏମ୍‌.): ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଟ ଓ ଯୁବ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୁବ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ…

Read More

ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ମକର ମିଳନ

ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ମକର ମିଳନ #କୋଣାର୍କ (ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ମକର ମିଳନ ଉତ୍ସବରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା…

Read More

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ ପୁରୀ(ଏନ୍‌.ଏମ୍‌.): ସ୍ଥାନୀୟ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋ-ଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ହୋଇଯାଇଛି । ଏହି ଅବସରରେ ଉତ୍ତରା କାଣ୍ଡ ପାଠ କରାଯାଇ ରାଜାଭିଷେକ, କଳିଯୁଗର ରୀତିନୀତି ବର୍ଣ୍ଣନା କରାଯାଇଥିଲା । ଗୋରୁଆଳ ଗ୍ରାମ ନିକଟ ଆଳିପଡ଼ା ଗ୍ରାମ ସ୍ଥିତ…

Read More

ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ

ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ #ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ନିମପୁର ଅଞ୍ଚଳରେ ପାତାଳ ଫୁଟି ଦେବ ଦେବ ମହାଦେବ ପ୍ରଭୁ କୃଷ୍ଣେଶ୍ୱରଙ୍କର ମକର ମେଳା ବେଶ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ମକର ମେଳାରେ ସ୍ଥାନୀୟ ଜଗତପୁର ଅଞ୍ଚଳର ବହୁ ଶ୍ରଦ୍ଧାଳୁ ବାବାଙ୍କର ଏହି ମେଳାରେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ସହିତ ବାବା କୃଷ୍ଣେଶ୍ୱରଙ୍କୁ ମନ୍ଦିର ବେଢା ଚର୍ତୁପାର୍ଶ୍ୱ ଏକ ସୁସଜିତ ବିମାନରେ ବେଢା ପରିକ୍ରମା କରାଯାଇଥିଲା । ମନ୍ଦିର ମୁଖ୍ୟ…

Read More

ବାବା ଧବଳେଶ୍ୱରଙ୍କ ପୀଠରେ ପବିତ୍ର ମକର ମେଳା, ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ

ବାବା ଧବଳେଶ୍ୱରଙ୍କ ପୀଠରେ ପବିତ୍ର ମକର ମେଳା, ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ #ଆଠଗଡ଼(ଏନ୍‌.ଏମ୍‌.): କଟକର ଆଠଗଡ଼ ଅଞ୍ଚଳର ଐତିହାସିକ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ବଡ଼ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି ପବିତ୍ର ମକର ମେଳା । ଭୋରୁ ଭୋରୁ ବାବା ଧବଳେଶ୍ୱରଙ୍କ ନୀତିକାନ୍ତି ସମାପନ ହେବା ପରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ପରମ ତୃପ୍ତି ଲାଭ କରିଥିଲେ । ଘନ କୁହୁଡ଼ି ଭରା ଶୀତୁଆ ସକାଳରେ ବାବା ଧବଳେଶ୍ୱରଙ୍କ ପୀଠ…

Read More

କଳ୍ପନା ଜଳ୍ପନାର ଅନ୍ତ: ବିକଳ୍ପ ରାସ୍ତା ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ

କଳ୍ପନା ଜଳ୍ପନାର ଅନ୍ତ: ବିକଳ୍ପ ରାସ୍ତା ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ #ଆଠଗଡ଼(ଏନ୍‌.ଏମ୍‌.): ଦୀର୍ଘ ଦିନର କଳ୍ପନା ଜଳ୍ପନାକୁ ଅନ୍ତ କରି ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଧବଳେଶ୍ୱରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଉଠିଯିବା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେବେ ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଆଠଗଡ ଉପଜିଲ୍ଲାପାଳ ଅନୁମତି…

Read More

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ ଗୋସେବା କଲେ ବିଶ୍ୱର ମଙ୍ଗଳ ହେବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ #ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅନୁଷ୍ଠିତ ହେଉଛି । ମହୋତ୍ସବ ଦ୍ୱିତୀୟ ଦିବସରେ ରାମ ଜନ୍ମୋତ୍ସବ ପାଳନ କରାଯିବା ସହିତ ମିଠାଇ ପ୍ରସାଦ ବିତରଣ କରାଯାଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି…

Read More

ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା

ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା #କଟକ(ଏନ୍‌.ଏମ୍‌.): ଖ୍ରୀଷ୍ଟ କଲେଜର ଛାତ୍ରଛାତ୍ରୀମାନେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ହକିର ସଫଳତା ପାଇଁ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଛନ୍ତି । ଏଥିସହିତ ହକି ପ୍ରେମୀମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ବିଶ୍ୱକପ୍ ହକି ସମ୍ପର୍କୀତ ରଙ୍ଗୋଲି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବିଚାରକ ଡଃ…

Read More