ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ

ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ #କଟକ(ଏନ୍‌.ଏମ୍‌.): କଳାକାର ଗଢ଼ା କାରଖାନା ତଥା ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘ଲାଲ୍ ପାଏନ’ନାଟକ ମଞ୍ଚସ୍ଥ ହୋଇଯାଇଛି । ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦା୍ୱରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ବେଲପାହାଡର ମିରର୍ ଥିଏଟର ଗ୍ରୁପ୍ ପରିବେଷଣ କରିଥିଲା । ହୀରାକୁଦ ବିସ୍ଥାପିତମାନଙ୍କ କରୁଣ କାହାଣୀ ଉପରେ ଆଧାରିତ ଏହି ନାଟକଟି ବେଶ୍ ଚିତ୍ତାକର୍ଷକ ହୋଇଥିଲା ।…

Read More

ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩

ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩ #ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡିଶା ସରକାରଙ୍କ ପ୍ରୟାସରେ ରାଜ୍ୟରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି । ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟ ଖାଦ୍ୟ କିପରି ପାଇବେ ସେ ନେଇ ପ୍ରତ୍ୟେକ ବ୍ଲକ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ୱାରା ଚାଷୀମାନଙ୍କ ପାଇଁ ସଚେତନତା…

Read More

ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡ ଜଗତପୁର ତରୋଳ ଗ୍ରାମରେ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ମହାନଦୀରୁ ୧୦୮ ଜଳ ପୂର୍ଣ୍ଣ କଳସୀରେ ଶ୍ରଦ୍ଧାଳୁ ଜଳ ନେଇ ଶୋଭାଯାତ୍ରାରେ ମା’ଙ୍କ ମନ୍ଦିରରେ ପହଁଞ୍ôଚ ଥିଲେ । ଏହି କଳସ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ମହାନଦୀ ବଟେଶ୍ୱର ତୁଠରୁ ବାହାରି ଆଇବି ରୋଡ,…

Read More

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା

ପଠାଣି ସାମନ୍ତ ଗଣିତ ପ୍ରତିଭା ଅନ୍ୱେଶଷ ପରୀକ୍ଷା ପୁରୀ ଜିଲ୍ଲାର ୨୯ଟି କେନ୍ଦ୍ରରେ ୫୧୦୯ଛାତ୍ରଛାତ୍ରୀ ଦେଲେ ପରୀକ୍ଷା #କୋଣାର୍କ (ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ୨୯ଟି କେନ୍ଦ୍ରରେ ପଠାଶି ସାମନ୍ତ ଗଣିତ ପ୍ରତିଭା ଅନେଶ୍ୱଣ ପରୀକ୍ଷା ଦେଇଛନ୍ତି ୫୧୦୯ ଜଣ ଛାତ୍ରଛାତ୍ରୀ । ସକାଳ ୮ଟାରୁ ଏହି ପରିକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ଶେଷ ହୋଇଥିଲା । ଏହି ପ୍ରତିଭା ଅନେଶ୍ୱଣ ପରୀକ୍ଷାରେ ଷଷ୍ଠ ଶ୍ରେଣିର ୨୯୨୪ ଜଣ ଓ ନବମ ଶ୍ରେଣିର ୨୧୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷା…

Read More

ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌

ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌ #କଟକ(ଏନ୍‌.ଏମ୍‌.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ପାରାଦୀପ ମଡେଲ ଥାନା ଆଇଆଇସି ଓ ଜଗତସିଂହପୁର ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓମ୍ ପ୍ରକାଶ ଜୟସୱାଲ ବନାମ ବି.କେ.ମିତଲ ଏବଂ ସିବିଆଇ ମାମଲାରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ କହିଁକି…

Read More

ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ

ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ #ଆଠଗଡ(ଏନ୍‌.ଏମ୍‌.): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ସୁଧାଂଶୁ ମୋହନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ, ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାପୁ ଗୋସ୍ୱାମୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ…

Read More

ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ

ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ #କଟକ(ଏନ୍‌.ଏମ୍‌.): ଅହମଦିଆ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଙ୍ଗଳାବାଗ ସ୍ଥିତ ଅହମଦିଆ ମୁସଲିମ ମିସନ ପରିସରରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଛିଫ ଅନୁଷ୍ଠାନ ସଭାପତି ସୟଦ ସଲିମ ଅହମଦ୍‌ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୟଦ ଅହିୟା ଅହମଦ୍ ପବିତ୍ର କୋରାନ ପାଠ କରିଥିଲେ । ସେହିଭଳି ସୟଦ ଅବରାର୍ ଅଲ୍ଲି ଉର୍ଦ୍ଦୁ କବିତା ପରିବେଷଣ କରିଥିଲେ । ସୟଦ୍ ତାହିର ଅହମଦ୍‌, ହାପିଜଉଦ୍ଦିନ ଖାନ୍ ତଥା ମୌଲବୀ…

Read More

ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ

ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ କଟକର ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଇପଟାର ବରିଷ୍ଠ ସଦସ୍ୟ ସାଥି ଇନ୍ଦ୍ରଜିତ ଘୋଷ ପତାକା ଉତ୍ତୋଳନ କରିଥିଲେ । ଇପଟା ଜାତୀୟ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରି ଜାନସାଧାରଣଙ୍କ ମୌଳିକ ସମସ୍ୟା, ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ…

Read More

ଉତ୍କଳମଣିଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ

ଉତ୍କଳମଣିଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଥିଲେ ଯୁଗପୁରୁଷ, ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍ ହେବ : ନବୀନ ପଟ୍ଟନାୟକ #ପୁରୀ(ଏନ୍‌.ଏମ୍‌.): ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ…

Read More

ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ

ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ #ରାଇରଙ୍ଗପୁର(ଏନ୍‌.ଏମ୍‌.): ସାରା ବିଶ୍ୱ ବାସ୍ତୁବାଦୀ ଦୁନିଆରେ ପାଦ ଦେଇ ଅଶାନ୍ତ ହୋଇପଡିଛି ପ୍ରକୃତି । ପରିବେଶ, ସାମାଜିକ ସବୁକିଛି ପ୍ରଦୂଷିତ ହେଉ ପଡ଼ିଛି । ମେସିନ ଓ ଟଙ୍କା ପଛରେ ଗୋଡାଇ ମଣିଷ ସମାଜ ଏକ ଅସ୍ଥିରତା ଓ ଅଶାନ୍ତ ଭିତରେ ଗତି କରୁଛି । ଏଥିପାଇଁ ବିଶ୍ୱରେ ଦୁର୍ଗତିର ବିନାଶ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ରାହ୍ମଣମାନଙ୍କର…

Read More

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍ ଅନ୍ତର୍ଗତ ବାଦାମପାହାଡର ଶିବ ମନ୍ଦିର ଯୁବକ ସଂଘ ଆନୁକୂଲ୍ୟରେ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୟସ୍କ ମାନଙ୍କର ମାରାଥନ ରେସ୍ କରାଯାଇଥିଲା । ଏଥିସହିତ ବାଳକମାନଙ୍କ ୮୦୦ ମିଟର ଦୌଡ, ବାଳିକା ମାନଙ୍କର ୪୦୦ମିଟର ଦୌଡ, ସ୍କିପିଂ ଖେଳ ପ୍ରତିଯୋଗିତା…

Read More

ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ

ବାଙ୍କୀ ଶିମିଳିପୁର ଜାଗର ମହୋତ୍ସବରେ ସମାଜସେବୀ ଲକ୍ଷ୍ମୀନାୟଣ ଭଞ୍ଜ ସମ୍ବର୍ଦ୍ଧିତ #ଆଠଗଡ଼(ଏନ୍‌,ଏମ୍‌.): ବାଙ୍କୀ ଶିମିଳିପୁର ଠାରେ ୧୯ ତମ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ବୁଡ଼ି ଯାଉଥିବା ଲୋକକଳାକୁ ଉଦ୍‌ଯିବିତ ରଖିବା ନିମନ୍ତେ ଏହି ମହୋତ୍ସବ ଏକ ସ୍ୱତନ୍ତ୍ର ମାଧ୍ୟମ ବୋଲି ମହୋତ୍ସବରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବାଙ୍କୀ ଶିମିଳିପୁର ଏବଂ ହରିରାଜପୁରର ଗ୍ରାମବାସୀ ଏବଂ ଯୁବକ ସାଥୀଙ୍କ ନିମନ୍ତ୍ରଣ କ୍ରମେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀନାରାୟଣ…

Read More