ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି
ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି କଟକ(ଏନ୍.ଏମ୍.): ରାଣୀହାଟସ୍ଥିତ କନ୍ଦରାସୁର ପୋଡି କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ନୋଟାରୀ ନେପାଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ସ୍ଥାନୀୟ ନୂଆବଜାରସ୍ଥିତ ନେତାଜୀ ପଡିଆରେ କନ୍ଦରାସୁର ପୋଡି ଉତ୍ସବ ସମାପନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ମହାପ୍ରଭୁ ବଳରାମଙ୍କର ଏକ ଶୋଭାଯାତ୍ରା ରାଣୀହାଟ ବଳଦେବଜୀଉ ମନ୍ଦିରରୁ ଅପରାହ୍ନ ୪ଟାରେ…
