ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’
ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’ #କଟକ(ଏନ୍.ଏମ୍.): ବିଶିଷ୍ଟ କବି ତଥା ‘ଗୋକର୍ଣ୍ଣିକା’ର ସମ୍ପାଦକ ରମାକାନ୍ତ ଜେନା ଚଳିତ ବର୍ଷର ମର୍ଯ୍ୟାଦାଜନକ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନଠାରେ ବିଶିଷ୍ଟ ସାରସ୍ୱତ ସାଧକ, ଗବେଷକ, ବାଗ୍ମୀ ପ୍ରଫେସର ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି ସମ୍ମାନ ସ୍ମୃତି…
