ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍ଘାଟିତ
ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍ଘାଟିତ #କଟକ(ଏନ୍.ଏମ୍.): ସମାଜରେ ଜନସେବାକୁ ନିଜର ବ୍ରତ ଭାବେ ନେଇ ସ୍ଥାନୀୟ ଖାନ ନଗର ସାଇ ମନ୍ଦିର ପରିସରେ ଶ୍ରଦ୍ଧା ସବୁରୀ ସେବା ସଂଘ ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଉଦ୍ଘାଟନ କରିବା ସହ ମାନବସେବା ହିଁ ମାଧବ ସେବା ବୋଲି ମତପ୍ରକାଶ କରିଥିଲେ । ଯଦି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନିଜକୁ ଜନସେବାରେ ନିୟୋଜିତ କରିବେ ତେବେ…
