Category: ବ୍ରେକିଙ୍ଗ ନିଉଜ

ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

କଟକ (ଏନ୍.ଏମ୍.) : ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ସ୍ୱର୍ଗତ ନୀଳମଣି ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ମହାନଦୀ ବିହାରସ୍ଥିତ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ବିଶ୍ୱାଳଙ୍କ ଅମର ଆତ୍ମାର…

ମୁଖ୍ୟମନ୍ତ୍ରୀ କେଜିରୱାଲଙ୍କ ଘୋଷଣା ଦିଲ୍ଲୀରେ ଆରମ୍ଭ ହେବ ତାଲା ଖୋଲିବା ପ୍ରକ୍ରିୟା

ନୂଆଦିଲ୍ଲୀ(ଏଜେନ୍ସି): ରାଜଧାନୀ ନୂଆଦିଲ୍ଲୀ ପ୍ରଥମେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ଅଣାୟତ ପରିସ୍ଥିତି ସୃଷ୍ଟି ହେବାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି କରାଯାଇଥିଲା । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଅନଲକ୍…

କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏବଂ ଅନ୍ୟତମ ଫାର୍ମା କମ୍ପାନୀ ଡକ୍ଟର ରେଡିସର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦…

ବାତ୍ୟା ୟାସରେ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶା ଦୀର୍ଘ ସୂତ୍ରୀ ବ୍ୟବସ୍ଥା ପାଇଁ ଦାବି ଉଠାଇଲେ ନବୀନ

୫୦୦କୋଟି ଟଙ୍କାର ସହାୟତା ଘୋଷଣା କଲେ ନରେନ୍ଦ୍ର ମୋଦୀ ଭୁବନେଶ୍ୱର (ଏନ୍.ଏମ୍.): ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ…

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ

କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ କଟକ (ଏନ୍.ଏମ୍.): କଟକ ସହରରେ ଜନବସତି ମଧ୍ୟରେ ଗୋଟିଏ ହରିଣ ବୁଲୁଥିବା ଦେଖିବାକୁ ମିଳିଛି । କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏହି ହରିଣ…

କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି

କଟକ(ଏନ୍.ଏମ୍.): କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଅଧିନସ୍ଥ ବିଭିନ୍ନ ଥାନାରେ କାର୍ଯ୍ୟରତ ୧୧ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ସେମାନଙ୍କ ସ୍ଥାନରେ ନୂତନ ଥାନାଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ…

୬୦ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ କ୍ରୀଡ଼ା ଚାମ୍ପିୟନସିପ-୨୦୨୧: କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେ ଆଥେଲେଟ୍ ପାର୍ବତୀ

କଟକ (ଏନ୍.ଏମ୍.): ଆସନ୍ତା ଜୁନ୍ ୧୫ ତାରିଖରେ ପଞ୍ଜାବର ପତିଆଲାଠାରେ ହେବାକୁ ଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ-୪ ଓ ସିନିୟର ଇଣ୍ଟର ଷ୍ଟେଟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆନ୍ତର୍ଜାତୀୟ ଆଥେଲେଟ ପାର୍ବତୀ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି ।…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ୟାସ ଓଡ଼ିଶାର ବହୁ ଅଞ୍ଚଳକୁ ପ୍ରଭାବିତ କରିଛି । ଏଥି ସହିତ ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ୟାସର କ୍ଷୟକ୍ଷତି ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି…

ବାତ୍ୟା ୟାସର ଅନ୍ତରାଳେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଭୁବନେଶ୍ୱର (ଏନ୍.ଏମ୍.): ସାମୁଦ୍ରିକ ଝଡ଼ ୟାସ ବାତ୍ୟାର ରୂପ ନେବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି । ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲା ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବ୍ୟାପକ ଧନ ଜୀବନ ପ୍ରଭାବିତ ହୋଇଛି । ଗତକାଲି…

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ କଟକ (ଏନ୍.ଏମ୍.): କରୋନା ନେଇଗଲା ଆଉଜଣେ ପ୍ରତିଭାଙ୍କୁ । ଚଳିତ ବର୍ଷ କରୋନା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମ ପାଖରୁ ଛଡ଼ାଇ ନେଇଥିବାବେଳେ ଆଜି ଓଡ଼ିଆ…

୭ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର (ଏନ୍‌.ଏମ୍‌.): ସାମୁଦ୍ରିକ ଛଡ଼ ୟାସର ତାଣ୍ଡବ ପରେ ଆଜି ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ…

ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ‘ୟାସ୍’ ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବାତ୍ୟା ଅଧିକ ତାଣ୍ଡବ ରଚିଛି । ବାତ୍ୟା ଯୋଗୁ ୨ଜଣଙ୍କର ମୃତ୍ୟୁ ହେବା ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର…