Category: ବ୍ରେକିଙ୍ଗ ନିଉଜ

ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ

ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ କଟକ (ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲାରେ କରୋନା ସଂକ୍ରମଣ ଜାରି ରହିଛି । ତେବେ ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି…

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ ୫ ବନ୍ଧୁକ, ୩୦ ଗୁଳି, ମୋଟରସାଇକେଲ, ମୋବାଇଲ ଜବତ କଟକ(ଏନ୍‌.ଏମ୍‌.): ମଙ୍ଗଳାବାଗ ଥାନା ପୁଲିସ ଯଥା ସମୟରେ ଚଢାଉ କରି ଏକ ଡକାୟତି ଯୋଜନା ପଣ୍ଡ କରିବାରେ…

୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର

୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ବିପଣନ ଋତୁରେ ସରକାର ଏପର୍ଯ୍ୟନ୍ତ ରେକର୍ଡ ପରିମାଣ ୪୧୮.୪୭ ଲକ୍ଷ ଟନ୍ ଗହମ ଖରିଦ କରିଛନ୍ତି । ଏ ସମ୍ପର୍କରେ ସରକାରୀ…

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ଭୁବନେଶ୍ୱର (ଏନ୍‌.ଏମ୍‌.) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩ପ୍ରତିଶତ ବା ତାଠାରୁ ଅଧିକ…

ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ରେଳବାଇକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଏହି ସ୍ପେକ୍ଟ୍ରମ ଉପଲବ୍ଧ କରାଯିବ । ଏହାଦ୍ୱାରା ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ…

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ ନୂଆଦିଲ୍ଲୀ (ଏଜେନ୍ସି): ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିବାବେଳେ…

କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି

କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରୀ ଛଡା ଅନ୍ୟ କେଉଁଠାରେ ରଥଯାତ୍ରାହୋଇ ପାରିବ ନାହିଁ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ…

ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ

ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ କଟକରେ ଜଳନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ- ପ୍ରତାପ ଜେନା କଟକ(ଏନ୍‌.ଏମ୍‌.): କଟକ ସହରରେ ଜଳ ନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ…

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ କଟକ(ଏନ.ଏମ.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତ ଏକ ଯୁବକକୁ ସହାୟତା ଯୋଗାଇ ଦିଆଯାଇଛି । ସୁଚନା ଥାଉକି, ୨୦୧୯…

କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ମହାମାରୀରେ ରିଲିଫ ବଣ୍ଟନ

କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ମହାମାରୀରେ ରିଲିଫ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକର ସିଟି କଲେଜ ,ରାଜା ବଗିଚା ଠାରେ କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ଅଟୋଚାଳକ ମାନଙ୍କୁ ମହାମାରୀରେ ରିଲିଫ ବିତରଣ କରାଯାଇଛି । ରାଜ୍ୟସଭା ସାଂସଦ ଓ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଚାଷୀମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି…

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ! ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା ବଲାଙ୍ଗୀର (ଏନ୍‌.ଏମ୍‌.): ହତ୍ୟା ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବାର ଦିନକ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ହୋଇଯିବା…