ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ !

ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ ! ନରସିଂହପୁର (ଏନ୍‌.ଏମ୍‌.): ନରସିଂହପୁର ବ୍ଲକର ଚାଷ ଜମିକୁ ଜଳସେଚନ ସୁବିଧା ମିଳୁନଥିବା ଅଭିଯୋଗରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ନରସିଂହପୁର ଅଞ୍ଚଳରେ ଚାଷ ଜମିକୁ ଜଳସେଚନ ନିମନ୍ତେ ୩୭୮କୋଟି ଟଙ୍କା…

Read More

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ କଟକ(ଏନ୍‌.ଏମ୍‌.): ଏକାଦଶ ତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ତା. ୩.୦୯.୨୦୨୧ ରିଖରୁ ତା. ୬.୦୯.୨୦୨୧ ରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ପ୍ରଥମ ଥର ପାଇଁ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ୨୩ଜଣ ପ୍ରତିଯୋଗି ଅଂଶଗ୍ରହଣ କରି ସଫଳତା ପାଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ତ୍ରିବିକ୍ରମ ଗୁଇଁ ଓ ସୁରିୟବୀର୍ ରାଣା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ,…

Read More

ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ

ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ ଭୁବନେଶ୍ୱର (ଏନ୍‌.ଏମ୍‌.): ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ତଥା ଆବଦ୍ଧ ପୂଜାକୁ ବିରୋଧ କରି ତୁମ୍ବିତୋଫାନ ହୋଇଥିବାବେଳେ ସରକାର ଏହି ବିବାଦର ଅନ୍ତଘଟାଇଛନ୍ତି । ତେବେ ସରକାର ନିଜ ଜିଦ୍‌ରୁ ଓହରି ନାହାନ୍ତି । ତେଣୁ ଚଳିତ ବର୍ଷ ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରାଯିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି…

Read More

ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ

ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ସ୍କାର୍ଫ, ଓଗଲ ଏବଂ ବ୍ୟାଜ ପ୍ରସ୍ତୁତ କରାଯାଇ ରାଜ୍ୟ ମୁଖ୍ୟାଳୟ ପରିସରରେ ପଚମାରୀର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପଚମାରୀର ବିଭିନ୍ନ ତାଲିମ ଦେବାର ଫଟୋ ପ୍ରଦର୍ଶନୀ ସହିତ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଆହରଣ ପାଇଁ ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ପଚମାରୀ ଦିବସର ୬୫ତମ…

Read More

ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ

ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଜଙ୍ଗଲ କିସମ ଜମିକୁ ଜବରଦଖଲ କରି ବେଆଇନ୍ ଫାର୍ମ ହାଉସ୍ ସହ ମାଙ୍କଡ଼ା ପଥର କାଟିବାର ଅପଖ୍ୟାତି ଅର୍ଜନ କରିଥିବା କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଅଧୀନସ୍ଥ ଟାଙ୍ଗୀ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ଘଟଣା ଚର୍ଚ୍ଚାକୁ ଆସିଛି । ଏକ ମୃତ ହରିଣର ଚମଡ଼ା ଓ ମାଂସ ଜବତ ସହ ୨ଜଣ ଗିରଫ ହେବା ଗୁରୁବାର ସାଧାରଣରେ ଆଲୋଡ଼ନ ସୃଷ୍ଟି…

Read More

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ #ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚଳିତ ବର୍ଷର ଜାତୀୟ ପୁଷ୍ଟି ସପ୍ତାହ ଓ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପୀ ଜାତୀୟ ପୁଷ୍ଟି ସପ୍ତାହ କାର୍ଯ୍ୟକ୍ରମ ଗତ ୧ ସେପ୍ଟେମ୍ବର ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ମଙ୍ଗରାଜପୁର, ମହିଷାଲଣ୍ଡା…

Read More

କଟକରେ ପୁଣି ଆତଙ୍କ: ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼

କଟକରେ ପୁଣି ଆତଙ୍କ: ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ #କଟକ (ଏନ୍‌.ଏମ୍‌.): କଟକରେ ପୁଣି ଦିନ ଦ୍ୱିପ୍ରହରରେ ସ୍ପଷ୍ଟ ଦିବାଲୋକରେ ଗୁଳି କାଣ୍ଡ । ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ୟବସାୟୀ । ପ୍ରାପ୍ତ ଖବର ଅନୁଯାୟୀ, କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗାରେ ଘଟିଛି ଏହି ଘଟଣା । ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ବ୍ୟବସାୟୀ । ଆହତ ବ୍ୟବସାୟୀଙ୍କ ନାମ କ୍ଷୀରୋଦ ସାହୁ ଓ ତାଙ୍କ ଘର ଜଗତସିଂହପୁର କେନ୍ଦାଳ…

Read More

ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ

ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ କଟକ(ଏନ୍‍.ଏମ୍‍.): ସୁନାମଧନ୍ୟ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ଷଡ଼ଙ୍ଗୀଙ୍କ ବିୟୋଗ ହୋଇଯାଇଛି । ସେ ହୃଦଘାତ ଜନିତ ଚିକିତ୍ସାଧିନ ଥିବାବସ୍ଥାରେ ଆଜି ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ଷଡଙ୍ଗୀଙ୍କ ପୁତ୍ର-ପୁତ୍ରବଧୁମାନେ ଦେଶ ବାହାରେ ରହୁଥିବାରୁ ସେମାନେ ପହଞ୍ôଚବା ପରେ ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ । କଟକ ରାଣୀହାଟସ୍ଥିତ ବାସ ଭବନରେ ମୃତଦେହ ସଂରକ୍ଷିତ ରଖାଯାଇଥିବାବେଳେ ବହୁ ବିଶିଷ୍ଟ…

Read More

ମୂର୍ତ୍ତି ବିବାଦ ନେଇ ମୁଣ୍ଡ ନୁଆଁଇଲେ ସରକାର: ପୂଜା କମିଟି ସହ ଆଲୋଚନା,୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା

ମୂର୍ତ୍ତି ବିବାଦ ନେଇ ମୁଣ୍ଡ ନୁଆଁଇଲେ ସରକାର: ପୂଜା କମିଟି ସହ ଆଲୋଚନା,୨ ଦିନରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା #ଭୁବନେଶ୍ୱର(ଏନ୍‍.ଏମ୍‍.): ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ମୁଣ୍ଡ ନୁଆଁଇଲେ ସରକାର । ଗୋଟିଏ ପଟେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର କଟକଣା ଲଗାଇବା ପାଇଁ ବାଧ୍ୟ ହେଉଥିବାବେଳେ ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ଭାବାବେଗ । ତେଣୁ ଜନସାଧାରଣଙ୍କ ଦାବି ଆଗରେ ସରକାର ନରମିଛନ୍ତି । ରାଜ୍ୟରେ ପାର୍ବଣକୁ ନେଇ ରାଜ୍ୟ…

Read More

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର କଟକ (ଏନ୍‌.ଏମ୍‌.): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦକୁ ସାଧାରଣରେ ଅସନ୍ତୋଷ ତେଜିବା ପରେ ସରକାର ବାଧ୍ୟ ହୋଇ ମୁଣ୍ଡ ନୁଆଁଇଛନ୍ତି । ଏହି ଘଟଣାରେ ସରକାର ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଓସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବୈଠକ ପାଇଁ ଡକାଯାଇଛି ।…

Read More

ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌

ବିଧାନସଭାରେ ଆଗତ ହେଲା ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଧାନ ସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲା ଆଗତ ହୋଇଛି । ଫଳରେ ରାଜ୍ୟରେ ଦୀର୍ଘ ୩ବର୍ଷ ଧରି ଅଟକି ରହିଥିବା ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି । ବିଧାନସଭାରେ ନଗର ଉନ୍ନୟନ…

Read More

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ

‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ # କଟକ(ଏନ୍‌.ଏମ୍‌.): ପାର୍ବଣ ଯେତିକି ଯେତିକି ପାଖେଇ ଆସୁଛି ସରକାରଙ୍କ କରୋନା କଟକଣାକୁ ନେଇ ବିରୋଧ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଛି । କଟକରେ ମା’ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଥିବାବେଳେ ରାଜ୍ୟସରକାର କରୋନା କଟକଣା ପାଇଁ ସ୍ୱତନ୍ତ୍ର ପାର୍ବଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ, ମୂର୍ତ୍ତି ୪ ଫୁଟ ଉଚ୍ଚତାରେ ସୀମିତ ରଖିବାକୁ କୁହାଯାଇଛି…

Read More