ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍
ଲୁଟ୍ ପାଇଁ ଚାଲିଥିଲା ଯୋଜନା: ୭ଜଣଙ୍କୁ ମାଡ଼ି ବସିଲା ପୁଲିସ୍ #କଟକ (ଏନ୍.ଏମ୍.): କଟକ ସହରରେ ଲୁଟ୍ ପାଇଁ ୭ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଯୋଜନା କରୁଥିବାବେଳେ କମିଶନରେଟ ପୁଲିସ ସେମାନଙ୍କୁ ମାଡ଼ିବସିଛି । କୌଣସି ସୂତ୍ରରୁ ଖବର ପାଇ ଏହି ଅପରାଧୀମାନଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ମାମଲା ରହିଛି । ପୁଲିସ୍ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ସହିତ ଦୁଇ ଥର ଗାଡ଼ି ଜବତ ହୋଇଥିବା ନେଇ କଟକ ଡିସିପି…
