ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ
ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଉଚ୍ଚ ଶିକ୍ଷାର ସଦୃଢ଼ିକରଣ ନିମନ୍ତେ ଦାୟିତ୍ୱ ନେଇଥିବା କିଟି ବିଶ୍ୱବିଦ୍ୟାଳୟ ସବୁବେଳେ ବିବାଦରେ ଛନ୍ଦି ହୋଇ ପଡ଼ୁଛି। ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ହେଉ ବା ପରିଚାଳନାଗତ ତ୍ରୁଟି। ବିଭିନ୍ନ ଘଟଣାକୁ ନେଇ ଏବେ କିଟ ଚର୍ଚ୍ଚାରେ। ଗତ ଫେବ୍ରୁଆରି ୧୬ ତାରିଖରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ‘କିଟ୍’କୁ ପକ୍ଷଭୁକ୍ତ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ‘କିଟ୍’କୁ ଜବାବତଲବ…
