“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଜଗତପୁର (ଏନ୍.ଏମ୍.): ଗଣମାଧ୍ୟମ ଶୃଙ୍ଖଳିତ ସମାଜର ରକ୍ଷାକର୍ତ୍ତା । ଗଣତନ୍ତ୍ରର ଅନ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭଳି ଗଣମାଧ୍ୟମ ମଧ୍ୟ ନିଜ କର୍ତ୍ତବ୍ୟର ଗୁରୁତ୍ୱ ବହନକରେ । ତେଣୁ କେହି କେହି ଏହାକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କହିଥାନ୍ତି । ମାତ୍ର ଏବେ ଗଣମାଧ୍ୟମ ଉପରେ ଯେଉଁଭଳି ଆକ୍ରମଣ ହେଉଛି ତାହା ଭବିଷ୍ୟତରେ ଗଣତନ୍ତ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ…
