ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ
ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଉଦଘାଟନ ହୋଇଥିଲା । କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ସରକାରଙ୍କର ପବ୍ଲିକ ଏଣ୍ଟରପ୍ରାଇଜ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ରୋଟାରୀ ୩୨୬୨ର ଗଭର୍ଣ୍ଣର ଶାନ୍ତନୁ ପାଣି, ପି.ଡି.ଜି ରବି…
