ରାଜନୈତିକ ଚର୍ଚ୍ଚା: ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସର କିଛି ସମୟ ପରେ ଫଳକ ତାଡ଼ିଦେଲେ ଲୋକେ
ରାଜନୈତିକ ଚର୍ଚ୍ଚା: ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସର କିଛି ସମୟ ପରେ ଫଳକ ତାଡ଼ିଦେଲେ ଲୋକେ ଜଗତପୁର(ଏନ୍.ଏମ୍.): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କିଭଳି ଏକଜୁଟ ହୋଇ ନିର୍ବାଚନ ବୈତରଣୀ ପାର ହେବେ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଗଲାଣି । ନିଜ ଦଳର ନେତା ଓ କର୍ମୀମାନଙ୍କୁ ନେଇ ଦଳକୁ ତୃଣମୂଳସ୍ତରରୁ ଅଧିକ ମଜଭୁତ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି…
