ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ
ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ ଲୋକପ୍ରିୟତା ହରାଉଛନ୍ତି ବିଧାୟକ ଓ ତାଙ୍କ ବାପା ! #କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଅଞ୍ଚଳରେ ରାସ୍ତା ମାପ ନକରି ଡ୍ରେନ କାମ ଆରମ୍ଭକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ଶାସକ ଦଳ କର୍ମୀଙ୍କ ଏଭଳି ମେରୀ ରାୟ ନୀତି ଏବଂ ଏହାକୁ ବିଭାଗୀୟ ଅଧିକାରୀମାନେ ସମର୍ଥନ କରୁଥିବାରୁ ସେମାନଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ…
