ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର

ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର #ଜଗତସିଂହପୁର(ଏନ୍‌.ଏମ୍‌.): ସମାଜରେ ସମ୍ପ୍ରତି ସରକାରୀ ଅଧିକାରୀମାନେ ଆୟବର୍ହିଭୁତ ସମ୍ପତ୍ତି ଠୁଳକରିବା ନିଶାରେ କବଳିତ ହୋଇ ପଡ଼ିଛନ୍ତି । ରାତାରାତି କୋଟିପତି ହେବାର ନିଶା ଯୋଗୁଁ ସେମାନେ ବିଭିନ୍ନ ଅନିମିତତା କରିବାକୁ ପଛାଉନାହାନ୍ତି । ତେବେ ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବାର ନିଶା ଛାଡ଼ି ଯାଉଛି ସେତେବେଳେ, ଯେତେବେଳେ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି । ଏବେ ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ ।…

Read More

କୋଣାର୍କରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ

କୋଣାର୍କରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ବିଶ୍ୱ କପ୍ ଟ୍ରଫିକୁ ସ୍ୱାଗତ କରା ଯାଇଥିଲା । ଆଜି ପୂର୍ବାହ୍ନରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ହକି ବିଶ୍ୱ କପ୍ ଟ୍ରଫି କୋଣାର୍କ ଅଭିମୁଖେ ଆସି କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ଇକୋ-ରିଟ୍ରିଟରେ ମଧ୍ୟାହ୍ନ ୧୨ ଟା ୧୫ ରେ ପହଞ୍ଚିଥିଲା । ଏଠାରେ ଇକୋ-ରିଟ୍ରିଟ ଦାୟିତ୍ୱରେ…

Read More

ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ

ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ ବାଙ୍ଗୀ(ଏନ୍‌.ଏମ୍‌.): ଏବେ ମନ୍ଦିରରୁ ବିଗ୍ରହ ଚୋରୀ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରାତନ ମନ୍ଦିରରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଏ ନେଇ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବହୁ ଶ୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି । ମନ୍ଦିରମାନଙ୍କୁ ବିଗ୍ରହ ସମେତ ଠାକୁରଙ୍କ ବାସନକୁସନ ଚୋରି, ହୁଣ୍ଡି ଭାଙ୍ଗି ଟଙ୍କା ପଇସା ଚୋରି ଭଳି ଘଟଣା ଶ୍ରଦ୍ଧାଳୁଙ୍କ…

Read More

ବିନାମାପଚୁପରେ ଜବରଦସ୍ତ ଡ୍ରେନ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବିନାମାପଚୁପରେ ଜବରଦସ୍ତ ଡ୍ରେନ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ #ଜଗତପୁର(ଏନ୍‍.ଏମ୍‍.): ସିଏମସି କର୍ତ୍ତୃପକ୍ଷଙ୍କ ମନମାନୀ ନୀତିକୁ ତିବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ । ଏଥି ସହିତ ସିଏମସି ଅଧିକାରୀ ଓ ୟୁଏଲବିକୁ ମଧ୍ୟ ଜନସାଧାରଣ ନିନ୍ଦା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଅଞ୍ଚଳରେ । ଏପରିକି ରାସ୍ତା ଘାଟ ମାପ ନିମନ୍ତେ ତହସିଲ ନୋଟିସକୁ ସିଏମସି ଖୋଲା ଖୋଲି ଉଲଙ୍ଘନ କରିଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଜଗତପୁର…

Read More

ନୃସିଂହ ପ୍ରସାଦ ମହାନ୍ତିଙ୍କ ସ୍ମୃତିସଭା: ‘ସ୍ମୃତି ତର୍ପଣ’ ଉନ୍ମୋଚିତ

ନୃସିଂହ ପ୍ରସାଦ ମହାନ୍ତିଙ୍କ ସ୍ମୃତିସଭା: ‘ସ୍ମୃତି ତର୍ପଣ’ ଉନ୍ମୋଚିତ #କଟକ ସଦର(ଏନ୍‌.ଏମ୍‌.): ନୃସିଂହ ପ୍ରସାଦ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ କବି ନୃସିଂହ ପ୍ରସାଦ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟ ପତ୍ରିକା ‘ସ୍କୃତି ତର୍ପଣ’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ନାରାୟଣ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ଦାମୋଦର ବେହେରା, ପ୍ରଦୀପ୍ତ ଆଚାର୍ଯ୍ୟ, ତ୍ରିଲୋକ୍ୟ ଜେନା, ବାବୁଲାଲ ପଲେଇ, ଝରଣା ବାରିକ, ପିତାମ୍ବର ମହାପାତ୍ର ଅତିଥି…

Read More

ସାଧୁବଟ ଆବାସିକ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ #କଟକ ସଦର (ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ (ଶିର୍ଲୋ) ଠାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସାଧୁବଟ ଆବାସିକ ଶିଶୁ ବିଦ୍ୟା ମନ୍ଦିର(ଗୁରୁକୁଳ)ର ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୨୨ ଓ ୨୩ ତାରିଖରେ ହୋଇଥିବା ବିଦ୍ୟାଳୟ କ୍ରୀଡ଼ାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରଦୀପ୍ତ ଆଚାର୍ଯ୍ୟ, ସମ୍ମାନିତ ଅତିଥି…

Read More

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି #ସାଲେପୁର (ଏନ୍‌.ଏମ୍‌.): ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବନମାଳିପୁର ଗ୍ରାମରେ । ଉକ୍ତ ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ (ଜଣଙ୍କୁ ୯ ବର୍ଷ ଓ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଥିଲା) ସକାଳେ ଘର ବାହାରେ ଖେଳୁଥିଲେ । ତେବେ କିଛି ସମୟ ପରେ ସେମାନଙ୍କୁ ସେଠାରେ ନପାଇବାରୁ ଘର…

Read More

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ ଗରିବ ପରିବାରକୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ ସ୍ଥାନୀୟ ମଦନମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମିତି ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦିଲ୍ଲୀପ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସମିତିର ବହୁବିଧ ଉନ୍ନତି ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି…

Read More

ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର

ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର ଅତିଷ୍ଠ ହେଉଛି ଅଫିସର ରାଜ! #କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ଦଳୀୟ କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୀର୍ଘ ଦିନ ଧରି ସିଏମସିର ଅଫିସର ରାଜ ଚାଲିଥିବାବେଳେ ଏବେ ନିର୍ବାଚନ ପ୍ରତିନିଧି(ୟୁଏଲବି)ଙ୍କୁ ସର୍ବଦା ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ସିଏମସିର ଅଧିକାରୀମାନେ କର୍ପୋରେଟରଙ୍କ କୌଣସି କଥା ଶୁଣୁନଥିବା ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଂଗୀନ ଅଭିଯୋଗ କରାଯାଇଛି…

Read More

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ #କଟକ(ଏନ୍‌.ଏମ୍‌.): ମହିଳାମାନଙ୍କୁ ନେଇ ଏସ୍‌ଏଚ୍‌ଜି ଗ୍ରୁପ ଲୋନ କରାଇଦେବା କହି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ଜଣେ ଯୁବକ ଫେରାର ହୋଇଯାଇଛି । ସାଧାରଣ ନିରୀହ ମହିଳାମାନଙ୍କୁ ଗ୍ରୁପ୍ ଲୋନ୍ ଦେବା ଲାଳସା ଦେଖାଇ ଜଗତପୁର ଅଞ୍ଚଳରେ ଏଭଳି କିଛି ଦଲାଲ୍ ମାତିଥିବା ଜଣାପଡ଼ିଛି । ପ୍ରତି ଗ୍ରୁପରେ ୧୦ ଜଣ ମହିଳାଙ୍କୁ ରଖି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନାମରେ ୫…

Read More

ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ

ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ #କୋଣାର୍କ(ଏନ୍‌.ଏମ୍‌.): ବଦଳିବ ପର୍ଯ୍ୟଟନସ୍ଥଳୀ ରୂପରେଖ ଓ ଗୋଆ ବିଚ୍ ଭଳି ଚନ୍ଦ୍ରଭାଗା ବିଚ୍ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି । ଝଲସି ଉଠିବ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଓ ଏନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ ଅଞ୍ଚଳ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ଚନ୍ଦ୍ରଭାଗା ବୁଲି ଦେଖିଥିଲେ । କୋଣାର୍କକୁ…

Read More

ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ

ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଖାଦ୍ୟସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ଗରିବ ତଥା ପ୍ରକୃତ ହିତାଧିକାରୀଙ୍କ ଅତ୍ୟାବଶ୍ୟକୀୟ ସମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଏଥିରେ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଏଭଳି ବାରମ୍ବାର ଅଭିଯୋଗ ପାଇବା ପର ଆଜି ଜିଲ୍ଲା ଯୋଗାଣ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ଅଞ୍ଚଳର ବିଭିନ୍ନ ଖାଉଟୀ ବଣ୍ଟନ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ । ଏହି…

Read More