ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍ବୁଦ୍ଦ ଜଳ
ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍ବୁଦ୍ଦ ଜଳ ଭୁବନେଶ୍ୱର/କଟକ/ସମ୍ବଲପୁର(ଏନ୍.ଏମ୍.): ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ଫୁଲୁଛି ମହାନଦୀ । ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ ।…
