ଅସୁରକ୍ଷିତ ହୋଇ ପଡ଼ିଛି ଚୌଦ୍ୱାର: ପୁଲିସର ଅପାରଗତା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ବଢ଼ୁଛି ଚୋରି
ବଢ଼ୁଛି କମିଶନରେଟ ପୁଲିସର କଳଙ୍କ ଅସୁରକ୍ଷିତ ହୋଇ ପଡ଼ିଛି ଚୌଦ୍ୱାର: ପୁଲିସର ଅପାରଗତା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ବଢ଼ୁଛି ଚୋରି #ଚୌଦ୍ୱାର(ଏନ୍.ଏମ୍.): ଅପରାଧ ଜଗତକୁ ସମ୍ପୂର୍ଣ୍ଣ ଲୋପ କରିବା, ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା, ଛୋଟଛୋଟ ମାମଲାକୁ ସଙ୍ଗେସଙ୍ଗେ ସମାଧାନ…
