ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ @Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ବେତନ ଆଧାରିତ…

Read More

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ

ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ଭୂସ୍ୱର୍ଗ ଶୀତ ରାତିକୁ କମ୍ପାଉଛି ବଡ ବଡ ମେସିନ, ନିରବ ପ୍ରଶାସନ! #Tangi-Choudwar #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌): ଚୌଦ୍ୱାର ଇଡକୋ ଅଞ୍ଚଳ ଏବେ ମୋରମ ମାଫିଆଙ୍କ ପାଇଁ ସୁରକ୍ଷିତ ଭୂସ୍ୱର୍ଗ ପାଲଟିଯାଇଛି। ଦୀର୍ଘ ଦିନ ଧରି ଏଠାରେ ଚାଲିଛି ବ୍ୟାପକ ଓ ସଂଗଠିତ ମୋରମ ଚୋରା ଚାଲାଣ। ଦିନେ ସାଧାରଣ ମୁହଁ, ରାତି ହେଲେ ବିନା ଭୟରେ ମାଟି ତାଡ଼ିବା ମେସିନ ଗର୍ଜନ ଏହା ହିଁ ଚୌଦ୍ୱାର ଅଞ୍ଚଳର ନୂଆ…

Read More

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ ! ୮ମାସରେ ୨୩କୋଟି ଖର୍ଚ୍ଚ, ପୁଣି ମାଗିଲେ ୧୫୦କୋଟି #Cuttack , କଟକ (ଏନ୍‌.ଏମ୍‌.): ରାଜ୍ୟରେ ଅପରାଧ ଯେତେ ଅଧିକ ହେଉଛି ଓଡ଼ିଶା ପୁଲିସର ଲାଭ ସେତେ ବଢ଼ିଚାଲିଛି। ଏ କଥା ଆମ୍ଭେ କହୁନାହୁଁ କହୁଛନ୍ତି ହଜାର ହଜାର ବୁଦ୍ଧିଜୀବୀ। ରାଜ୍ୟର ସମସ୍ତ ଥାନାରେ ଏଭଳି ସରକାରୀ ଅର୍ଥକୁ ହରିଲୁଟ ଚାଲୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି। ପୁଲିସ ବିଭାଗର ଥିବା ତଦନ୍ତ ପାଣ୍ଠିକୁ ପୁଲିସ ଅଧିକାରୀମାନେ ମନଇଚ୍ଛା…

Read More

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ #ରାୟଗଡ଼ା(ଏନ୍‌.ଏମ୍‌.): ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଏଥିସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ୱର ରେଳ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଲୋକସଭାରେ ପ୍ରଶ୍ନ ଉଠାଇବା ସହ…

Read More