ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ #ଆଠଗଡ଼(ଏନ୍.ଏମ୍.): ଆଠଗଡ଼ ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ଆଠଗଡ଼ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ଏକ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ଆଠଗଡ଼ ପୋଲିସ୍ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସ ଗିରଫ କରିଛି ପୋଲିସ୍ । ହତ୍ୟାରେ…
