ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ
ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ #କଟକ(ଏନ୍.ଏମ୍.): ବିଶ୍ୱ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (ଏସସିବି)ର ଆନାଟୋମୀ (ଶରୀର ବିଭାଗ) ସଂଗ୍ରହାଳୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ନିମନ୍ତେ ରଖାଯାଇଥିବା ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ ଆଜି (ଗୁରୁବାର) ସର୍ବସାଧାରଣ ପରିଦର୍ଶନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଆନାଟୋମୀ ବିଭାଗର ଏଚଓଡି ପ୍ରଫେସର ଡାକ୍ତର ସତ୍ୟଶ୍ରୀ ରାୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଡିନ ଏବଂ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସନଜିତ୍ ମହାନ୍ତିଙ୍କ…
