ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା
ଖୁଚୁରା ବିକ୍ରେତାଙ୍କ ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ସହ ଆଲୋଚନା #କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ଅଞ୍ଚଳର କାର୍ଯ୍ୟ ରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି କଟକ ରିଟେଲ ଡିଲର୍ସ ଆସୋସିଏସନର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାଯୋଗାଣ ବିଭାଗ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଏ…
