ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ
ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ #ପୁରୀ (ଏନ୍.ଏମ୍.): ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସନ୍ତା କାଲି ଆରମ୍ଭ ହେବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତ ବଳରାମ ଓ ଭଗିନୀ ସୁଭଦ୍ରାଙ୍କ ସହ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହୋଇ ମାଉସୀମା’ ଘରକୁ ୯ଦିନ ପାଇଁ ବୁଲିଯିବେ । ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ଧାମ । ସ୍ନାନପୂର୍ଣ୍ଣିମାରେ ପ୍ରଭୁ ମହାସ୍ନାନ କରିବା ପରେ ଅସୁସ୍ଥ ହୋଇଥିଲେ । ସେବକ ବୈଦମାନଙ୍କ ବିଭିନ୍ନ…
