ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା
ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା ସୁବର୍ଣ୍ଣପୁର (ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିବା ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବା ତଥା ଜନସାଧାରଣଙ୍କ ଭଲ ମନ୍ଦ ବୁଝିବା କାର୍ଯ୍ୟକୁ ବିରୋଧୀ ମାନେ ନାପସନ୍ଦ କରିଛନ୍ତି । ଏ ସବୁ କାର୍ଯ୍ୟ ସାଂସଦ ଓ ବିଧାୟକଙ୍କ ଭଳି ଲୋକପ୍ରତିନିଧିମାନେ କରିବାର ନିୟମ ଥିବାବେଳେ…
