ଶ୍ରାବଣର ଦ୍ୱିତୀୟ ସୋମବାର: ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼
ଶ୍ରାବଣର ଦ୍ୱିତୀୟ ସୋମବାର: ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ #ଆଠଗଡ(ଏନ୍.ଏମ୍.): ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କର ରାତ୍ର ୨ ଟାରୁ ପହଡ ଖୋଲାଜାଇ ୧୦୮ସୁବାସିତ ଜଳରେ ବାବା ଧବଳେଶ୍ୱରଙ୍କୁ ସ୍ନାନ ପରେ ସ୍ୱତନ୍ତ୍ର ନିତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରା ଫିଟା ଯାଇଥିଲା । ବାବା ଧବଳେଶ୍ୱରଙ୍କ ପିଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଜଳଲାଗି…
