ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ
ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ #କିଶନନଗର(ଏନ୍.ଏମ୍.): ବହୁ ବାଦ୍ ବିବାଦ ପରେ ଗୋଚର ଜମିରେ ବେଆଇନ ଘରକୁ ଭାଙ୍ଗିଦେଲା କିଶନନଗର ତହସିଲ ପ୍ରଶାସନ । ଏଭଳି ଘଟଣା ଘଟିଛି ବୋଧପୂର ଗ୍ରାମରେ । ଜନୈକ ହରିଜନ ମହିଳା ତରଙ୍ଗ ବାଳା ଦାସ୍ ଶ୍ୱଶୁର ଘର ଛାଡି ବାପ ଘର ବୋଧ ପୂର ଗ୍ରାମରେ ଥିବା ଏକ ଗୋଚର ଜମିରେ ଜୋର ଜବରଦସ୍ତ ଘର କରି ରହିଥିଲେ । ଯାହାକୁ ନେଇ…
