ଜଗତପୁର ଆନନ୍ଦ ମାର୍କେଟ ନିର୍ମାଣ କାର୍ଯ୍ୟରେ ଦୁର୍ଘଟଣା: ଦୁଇ ମହଲା ଉପରୁ ଖସିଲା ଇଟା ୫ ଆହତ
ଜଗତପୁର ଆନନ୍ଦ ମାର୍କେଟ ନିର୍ମାଣ କାର୍ଯ୍ୟରେ ଦୁର୍ଘଟଣା: ଦୁଇ ମହଲା ଉପରୁ ଖସିଲା ଇଟା ୫ ଆହତ #ଜଗତପୁର(ଏନ୍.ଏମ୍.): ସିଏମସି ୪୯ନମ୍ବର ୱାର୍ଡ ଜଗତପୁର ସ୍ଥିତ କେନ୍ଦ୍ରାପଡା ରୋଡ, ନିୟୁ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଜଗତପୁର ଆନନ୍ଦ ମାର୍କେଟରେ ଥିବା ସୋନୁ ମୋଟର୍ସ ନାମକ ଗାଡ଼ି ସୋରୁମର ବାହାରେ ପ୍ରୋଫାଇଲ ଟିଣ ଛାତ କାମ ଚାଲୁଥିଲା । ହଠାତ ସୋରୁମ…
