କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି : ତ୍ରି-ଛକ ରାସ୍ତା ମଝି ଡ୍ରେନ ଉପରେ ସ୍ଲାବ ଭାଙ୍ଗି ପାଲଟିଛି ମରଣଯନ୍ତା
କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି : ତ୍ରି-ଛକ ରାସ୍ତା ମଝି ଡ୍ରେନ ଉପରେ ସ୍ଲାବ ଭାଙ୍ଗି ପାଲଟିଛି ମରଣଯନ୍ତା #ଜଗତପୁର(ଏନ୍.ଏମ୍.): କଟକ ସହରରେ ରାସ୍ତାଘାଟ ସମସ୍ୟା ନେଇ ମେୟର କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭଳି ଅଭିଯୋଗ ହୋଇଛି । ମାସମାସ ଧରି ରାସ୍ତାଘାଟ ମରଣଯନ୍ତା ପାଲଟିଥିଲେ ମଧ୍ୟ ଏଗୁଡ଼ିକର ମରାମତି କରିବାରେ ସିଏମସିର ଆନ୍ତରିକତା ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡାସାହିରେ ରାସ୍ତା ମଝିରେ ଯାଇଥିବା ଏକ…
