ଭରା ନଈରେ ୧୦ ମହିଳା ଭାସି ଯାଉଥିବାବେଳେ; ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା
ଭରା ନଈରେ ୧୦ ମହିଳା ଭାସି ଯାଉଥିବାବେଳେ; ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା ରାୟଗଡ଼ା(ଏନ୍.ଏମ୍.): ଭରାନଈରେ ୧୦ଜଣ ମହିଳା ଓ ଜଣେ ଶିଶୁ ଭାସି ଯାଉଥିବାବେଳେ ୨ଜଣ ଗାଈଆଳ ପିଲା ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ । ତେବେ ଉଭୟ ଗାଈଆଳ ପିଲାଙ୍କ ପାଇଁ ୧୧ଟି…
