କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି
କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି #କିଶନନଗର(ଏନ୍.ଏମ୍.): କଟକ ଜିଲ୍ଲା କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୪୯ଟି ଅଭିଯୋଗ ର ଶୁଣାଣି କରାଯାଇଥିବା ବେଳେ ମୁଖ୍ୟତ କିଶନ ନଗର ଗଡମା ରାସ୍ତାରେ ବେଆଇନ ଚଳାଚଳ କରୁଥିବା ବାଲି ବୋଝେଇ ହାଇୱା ଅଞ୍ଚଳ ବାସୀଙ୍କ ଚିନ୍ତାର କାରଣ ପାଲଟିଛି । ତୁରନ୍ତ ହାଇୱା ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଆୟୋଜିତ…
