ଗିରଫ ହେଲେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର
ନୂଆଦିଲ୍ଲୀ (ଏନ୍.ଏମ୍.) : ଏକ ହତ୍ୟା ମାମଲାରେ ଫେରାର୍ ଥିବା ଅଲିମ୍ପିକ ପଦକ ବିଜେତା ତଥା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି…
