ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ
ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ୟାସ ଓଡ଼ିଶାର ବହୁ ଅଞ୍ଚଳକୁ ପ୍ରଭାବିତ କରିଛି । ଏଥି ସହିତ ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ୟାସର କ୍ଷୟକ୍ଷତି ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି…
