କଟକ ଜିଲ୍ଲା ଗ୍ରାମାଞ୍ଚଳରେ ୧୧ଜଣ ଥାନାଧିକାରୀଙ୍କ ବଦଳି
କଟକ(ଏନ୍.ଏମ୍.): କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଅଧିନସ୍ଥ ବିଭିନ୍ନ ଥାନାରେ କାର୍ଯ୍ୟରତ ୧୧ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ସେମାନଙ୍କ ସ୍ଥାନରେ ନୂତନ ଥାନାଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏନେଇ ଆଜି ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ, ଓଲଟପୁର ଥାନାର ନୂତନ ଇନ୍ସପେକ୍ଟର ଭାବେ ବିଜୟ ସାହୁ, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଭବେ ଚିନ୍ମୟୀ ସାହୁ, ଗୁରୁଡିଝାଟିଆ ଥାନାଧିକାରୀ ଭାବେ ରଞ୍ଜନ କୁମାର ପ୍ରଧାନ, ଆଠଗଡ ଥାନା ଅଧିକାରୀ…
