ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ
ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କଟକ(ଏନ୍.ଏମ୍.): ଦିନମଜୁରୀଆ କାମ କରି ପରିବାର ଚଳାଉଥିବା ଗରିବ ଲୋକମାନେ କରୋନା ମହାମାରୀ ସମୟରେ ରୋଜଗାର ହରାଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାମ ବନ୍ଦ ଥିବା ଯୋଗୁଁ ଏହି ଗରିବ ଲୋକମାନଙ୍କ ପକ୍ଷରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ସ୍ଥାନୀୟ ବ୍ରାହ୍ମଣବାଡ଼ ଗ୍ରାମର ଦଳିତ ପରିବାରମାନେ ନାହିଁ ନଥିବା ହଇରାଣ ହେଉଥିବାବେଳେ କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରିଛନ୍ତି । ସମାଜସେବୀ ସୁକାନ୍ତ ସେଠୀ…
