ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ

ବୃଦ୍ଧି ପାଉଛି କରୋନା ସଂକ୍ରମଣ: ୮ଟି ରାଜ୍ୟକୁ କେନ୍ଦ୍ରର ସତର୍କ ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଦୈନିକ କୋଭିଡ ଆରୋଗ୍ୟ ସଂଖ୍ୟା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୮ ରାଜ୍ୟକୁ ସତର୍କ ସୂଚନା ଦେଇଛନ୍ତି । ଦେଶର ଓଡ଼ିଶା, ଆସାମ, ମେଘାଳୟ, ତ୍ରୁପୁରା, ସିକିମ, ଅରୁଣାଚଳ ପ୍ରଦେଶ, ମଣିପୁର, କେରଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଏହି ସବୁ ରାଜ୍ୟରେ…

Read More

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ପାଇବ ପାରେ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ ସୁପ୍ରିମକୋର୍ଟ ଜୁଲାଇ ୩୧ ତାରିଖ ଭିତରେ…

Read More

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର

୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ । ଉପର ମୁଣ୍ଡରେ ବର୍ଷା ହେବା ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆଜି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସ୍ଥିତି ୬୦୭.୯୦ଫୁଟ ରହିଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ୬୧୦ ଫୁଟ ଜଳ…

Read More

ଯୋବ୍ରା ଅଞ୍ଚଳରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ

ଯୋବ୍ରା ଅଞ୍ଚଳରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକରେ ଡେଙ୍ଗୁ ସଂକ୍ରମଣ ଦେଖାଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦା ତଥା ଗରିବ ଲୋକମାନଙ୍କୁ ଔଷଧିୟ ମଶାରୀ ପ୍ରଦାନ କରାଯାଇଛି । ଏହି ମଶାରୀ ବ୍ୟବହାର ଦ୍ୱାରା ମଶା କାମୁଡ଼ାରୁ ଲୋକେ ବର୍ତ୍ତି ପାରିବେ ବୋଲି କୁହାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୦…

Read More

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ +୨ ଶେଷ ବର୍ଷର ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ । ତେବେ ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନାହିଁ । ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍‌ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହୋଇଛି । ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ…

Read More

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ

ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି । କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ୪୩ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥିରେ ୧୫ଜଣଙ୍କୁ କ୍ୟାବିନେଟ ଓ ୨୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ମନ୍ତ୍ରୀମଣ୍ଡଳରେ ୩୫ଜଣ ନୂଆମୁହଁ ରହିଥିବାବେଳେ ୧୧ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବିଶେଷ କରି ଯୁବ ଓ ଉଚ୍ଚଶିକ୍ଷିତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋକସରେ ରଖିଛନ୍ତି…

Read More

ପରିବହନ ଶ୍ରମିକଙ୍କ ସମସ୍ୟା ନେଇ ପ୍ରତିବାଦ

ପରିବହନ ଶ୍ରମିକଙ୍କ ସମସ୍ୟା ନେଇ ପ୍ରତିବାଦ କଟକ(ଏନ୍‌.ଏମ୍‌.): ପରିବହନ ଶ୍ରମିକ ମାନଙ୍କ ସମସ୍ୟା ସମ୍ପର୍କରେ କଟକ ମୋଟର କର୍ମଚାରୀ ୟୁନିୟନ ତରଫରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରେ ପ୍ରାୟ ୧ହଜାର ବସ୍ ଦୈନିକ ଚଳାଚଳ କରୁଥିବାବେଳେ ବସ୍ ଡ୍ରାଇଭର, କଣ୍ଡକ୍ଟର, ହେଲପର ମାନଙ୍କର ବିଶ୍ରାମ ନେବା ଓ ମୌଳିକ ସୁବିଧା ପାଇଁ ଶୌଚାଳୟ ନଥିବା ଦୁର୍ଭାଗ୍ୟ ଜନକ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି । ପୁନଶ୍ଚ କରୋନ…

Read More

କଟକ ମୁଣ୍ଡଳୀ ନିକଟରୁ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର

କଟକ ମୁଣ୍ଡଳୀ ନିକଟରୁ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ନିକଟବର୍ତ୍ତୀ ମହାନଦୀ ପୋଲରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ମୁଣ୍ଡଳୀ ଗ୍ରାମର ସନ୍ତୋଷ କୁମାର ଦଳାଇ ଗତକାଲି ବିଳମ୍ବିତ ରାତିରେ ମାଛ ଧରିବା ପାଇଁ ନଦୀକୁ ଯାଇଥିବାବେଳେ ୧୨ଫୁଟ ଲମ୍ବର ଏକ ଅଜଗର ସାପ ସେହି ରାସ୍ତା ଦେଇ ଯାଉଥିବାର ଦେଖିଥିଲେ । ତେବେ ସେ କୌଶଳ…

Read More

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ମୋଟ ୪୩ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେହିପରି କିଛି…

Read More

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି କଟକ(ଏନ.ଏମ୍‌.): କଟକର ଐତିହାସିକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଉଠିଛି । ୧୯୧୩ ମସିହାରେ ଭାରତ ବର୍ଷ ସ୍ୱାଧୀନତା ସଂଗ୍ରାମ ମଧ୍ୟ ଦେଇ ମହିଳା ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରି ସମଗ୍ର ଦେଶରେ ୨ଟି ପ୍ରମୁଖ ମହିଳା କଲେଜ ଗଢି ଉଠିଥିଲା । ତନ୍ମଧ୍ୟରୁ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଅନ୍ୟତମ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୈଳବାଳା ଦାସଙ୍କ…

Read More

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୮ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି କରାଯାଇଛି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ଯାକ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି । ତେବେ ଗେହଲଟ ବର୍ତ୍ତମାନ ମୋଦି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ…

Read More

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା

ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା ନୂଆଦିଲ୍ଲୀ(ଏଜେନ୍ସି): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି…

Read More