ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ
ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ ପେଟ୍ରୋଲିୟମ ଦର ବୃଦ୍ଧିକୁ ପ୍ରତିବାଦ କରି ସାଇକଲରେ ଟିଏମସି ସାଂସଦମାନେ ଗଲେ ସଂସଦ ଭବନ ନୂଆଦିଲ୍ଲୀ (ଏଜେନ୍ସି): ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ତେବେ ମୌସୁମୀ ଅଧିବେଶନର ପ୍ରଥମ ଦିବସରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀଙ୍କ ବିରୋଧ ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦମାନେ ପେଟ୍ରୋଲ, ଡିଜେଲ୍…
