କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । ଅନ୍ୟ ଜଣେ କଟକ ଜିଲାର ୧୨ ଦିନର ଶିଶୁକନ୍ୟା, ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍…

Read More

କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା: ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ

କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ କଟକ(ଏନ୍‌.ଏମ୍‌.): କଟକ ସହରରେ ସିଏମସି ଅଧିନରେ ଥିବା ଦୋକାନ ଘରର ରକ୍ଷଣା ବେକ୍ଷଣ କରିବାରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଅନେକ ଦୋକନ ଘର ଆଜି ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ଟ୍ରେଡ ଲାଇସେନ୍ସ ନଥାଇ ମଧ୍ୟ ଏହି ଦୋକନ ଘରେ ବ୍ୟବସାୟ ଯୋଗୁଁ ବ୍ୟାପକଭାବେ ରାଜସ୍ୱ ହାନୀକୁ ନେଇ ସୂଚନା ଅଧିକାର…

Read More

ଦାମ୍ପତ୍ୟ ବିବାଦ: ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

ଦାମ୍ପତ୍ୟ ବିବାଦ: ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ କଟକ(ଏନ୍‌.ଏମ୍‌.): ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ହାଇକୋର୍ଟ ଉକ୍ତ ମାମଲାର ଅନ୍ତ ଘଟାଇଥିବା ଜଣାପଡ଼ିଛି । ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ଅନୁଭବ ହାଇକୋର୍ଟରେ…

Read More

ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ

ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜାଣିବାକୁ ମିଳିଛି । ବାହାର ଓ ଭିତର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି । ଏକଦା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ…

Read More

ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ

ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ କଟକ(ଏନ୍‌.ଏମ୍‌.): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ମୋଟ ପାସ ହାର୮୦.୮୩ପ୍ରତିଶତ ରହିଛି । ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ ।…

Read More

ରେଭେନ୍ସାରେ ପିଜି ପ୍ରବେଶିକା ପରୀକ୍ଷାରେ ଅବ୍ୟବସ୍ଥା:ପରୀକ୍ଷା ହଲ ଖୋଜି ଖୋଜି ପରୀକ୍ଷାର୍ଥୀ ନୟାନ୍ତ

ରେଭେନ୍ସାରେ ପିଜି ପ୍ରବେଶିକା ପରୀକ୍ଷାରେ ଅବ୍ୟବସ୍ଥା:ପରୀକ୍ଷା ହଲ ଖୋଜି ଖୋଜି ପରୀକ୍ଷାର୍ଥୀ ନୟାନ୍ତ କଟକ (ଏନ୍‌.ଏମ୍‌.): ରାଜ୍ୟରେ ଏକକ ସ୍ନାତକତ୍ତୋର(ପିଜି) ପ୍ରବେଶିକା ପରୀକ୍ଷା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ଲାଗି ଅନେକ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଭିନ୍ନ ପିଜି ପାଠ୍ୟକ୍ରମ ଲାଗି ପରୀକ୍ଷା ଦେଉଛନ୍ତି । ଏହି ପରିପେୟକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶିକ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷାର ପ୍ରଥମ ଦିନରୁ ବିଭିନ୍ନ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଛି ।…

Read More

ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ

ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ ସାମସ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନରେ ମାଟ୍ରିକ ପାସ କରିଛନ୍ତି ସେମାନେ ଓଡିଶାରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିଲାଗି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡକୁ ସହମତି ପ୍ରଦାନ କରିଛନ୍ତି…

Read More

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ!, କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ! କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ କଟକ (ଏନ୍‌.ଏମ୍‌.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ଚଳିତ ସପ୍ତାହରେ ଏକମୋ ୟୁନିଟ ଉଦଘାଟନ ହେବାର ସମ୍ଭାବନା ରହିଛି । ତାରିଖ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ ୪ରୁ ୫ଦିନ ମଧ୍ୟରେ ଏକମୋ ଚିକିତ୍ସା ଆରମ୍ଭ କରାଯିବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସମସ୍ତ ମେସିନ ଇନଷ୍ଟଲ ହେବା ସହିତ ଏକମୋ ୟୁନିଟ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି…

Read More

ଆରପାରିରେ ସାମ୍ୟବାଦୀ ଚିନ୍ତକ ତଥା ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ର

ଆରପାରିରେ ସାମ୍ୟବାଦୀ ଚିନ୍ତକ ତଥା ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ର କଟକ(ଏନ୍‌.ଏମ୍‌.): ସାମ୍ୟବାଦୀ ଚିନ୍ତକ, ସମାଜ ସଂସ୍କାରକ ତଥା କଟକର ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ରଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବାମପନ୍ଥୀ ନେତାମାନେ ସ୍ଥାନୀୟ ସିଦ୍ଧେଶ୍ୱର ସାହିସ୍ଥିତ ଭଡ଼ାଘରେ ଶେଷ ଦର୍ଶନ କରିଥିଲେ । ତାଙ୍କର ପରଲୋକ ପରେ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର…

Read More

ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ

ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ ଟାଙ୍ଗୀ(ଏନ୍‌.ଏମ୍‌.): ମହାନଦୀର ଚୌଦ୍ୱାର ବ୍ୟାରେଜରୁ ବାହାରି ଯାଜପୁର ଜିଲ୍ଲାକୁ ଲମ୍ବିଥିବା ସର୍ବପୂରାତନ ହାଇଲେବଲ କେନାଲର ଟାଙ୍ଗୀ ନିକଟରେ ପ୍ରାୟ ୩୦ଫୁଟ୍‌ର ଘାଇ ସୃଷ୍ଟିହେବା ଘଟଣା ସୋମବାର ସ୍ଥାନୀୟ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି । ଧନଜୀବନ କିମ୍ବା କୃଷିକ୍ଷେତର କୌଣସି କ୍ଷତି ଘଟିନଥିବା ଜାଣିବାକୁ ମିଳିଥିବାବେଳେ ଜଳସ୍ତର କମିବା ବିଳମ୍ବ ଯୋଗୁଁ ସନ୍ଧ୍ୟାସୁଦ୍ଧା ବନ୍ଧାଇବା କର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ସୂଚନା…

Read More

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏବିଇଓ

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏବିଇଓ କଟକ (ଏନ୍‌.ଏମ୍‌.): ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ମୁରିବାହାଲ ଏବିଇଓ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ…

Read More

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ ନୂଆଦିଲ୍ଲୀ(ଏଜେନ୍ସି): ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏସବୁ ଭିତରେ ଭାରତୀୟ ବାୟୁସେନା ପ୍ରାୟ ୭୦୦ ଜଣ ଭାରତୀୟ ଓ ଆଫଗାନ ନାଗରିକଙ୍କୁ ନୂଆଦିଲ୍ଲୀକୁ ଆଣି ସାରିଲାଣି ।…

Read More