ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ
ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ ଟାଙ୍ଗୀ(ଏନ୍.ଏମ୍.): ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନସ୍ଥ ନପଙ୍ଗ ପଞ୍ଚାୟତ ବିଜୁ ଜନତାଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ମୁଖ୍ୟାଳୟ ଇଟୁଆ ଠାରେ ଆୟୋଜିତ ସମାବେଶରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, କଟକ ଜିଲ୍ଲା ବିଜେଡି…
