ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ
ଚୋରି ମୋବାଇଲ ଫେରାଇଲା କଟକ କମିଶନରେଟ ପୁଲିସ କଟକ(ଏନ୍.ଏମ୍.): କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ହୋଇଥିବା ବାଇକ୍ ଓ ସାଇକେଲ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ମେଳାରେ ମାଲିକମାନଙ୍କୁ ହସ୍ତାନ୍ତର କରିବା ପରେ ଆଜି ଶତାଧିକ ମୋବାଲ୍କୁ ଫୋନ୍ ଫେରସ୍ତ କରିଛି କମିଶନରେଟ ପୁଲିସ । ଚୋରି ଓ ହଜିଯାଇଥିବା ମୋବାଇଲଗୁଡିକୁ ଜବତ ପରେ ତାହାର ମାଲିକମାନଙ୍କୁ ମୋବାଇଲ ମେଳା ମାଧ୍ୟମରେ କଟକ କମିଶନରେଟ ପୁଲିସ ଆଜି ଫେରାଇଛି । ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ…
