ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଡମ୍ବା ବ୍ଲକ ଅଞ୍ଚଳରେ ଜନ ଶୀକ୍ଷଣ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବଡ଼ମ୍ବା (ଏନ୍‌.ଏମ୍‌.): ଭାରତସରକାରଙ୍କ ମିନିଷ୍ଟ୍ରି ଅଫ ସ୍କିଲ ଡେଭେଲପ ଏଣ୍ଡ ଏଣ୍ଟେରପ୍ରେନୁୟେରସିପ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ଜନଶିକ୍ଷଣ ସଂସ୍ଥା ନିର୍ଦ୍ଦେଶାଳୟର କଟକ ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡମ୍ବା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାରୋଡ଼ ଗ୍ରାମର ଭେଳେଇ ଓ ବେଲିଆପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମଣଗାଡିଆ ଗ୍ରାମରେ ଦୁଇ ଗୋଟି ଦକ୍ଷତା ବିକାଶ କେନ୍ଦ୍ରର ସ୍ଥାପନ କରାଯାଇଛି । ଗ୍ରାମାଞ୍ଚଳର ଯୁବ…

Read More

ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ

ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବ୍ୟାପୀ ଲଗାଣ ବର୍ଷା ବହୁ ଚାଷୀ ପ୍ରଭାବିତ ହୋଇଥିବା ବେଳେ ଏବେ ହାତୀ ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ପଟରେ ଲଗାଣ ବର୍ଷା ଅଧା ଫସଲ ନେଇଯାଇଥିବାବେଳେ ଆଉ ଯାହା ବାକି ରହିଥିଲା ତାହା ଏବେ ହାତୀଙ୍କ ପେଟରେ ଯାଉଛି । ତେବେ ଚାଷୀ କିଭଳି ବଞ୍ôଚବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।…

Read More

କାମନା ନିଆଁରେ ବଳିପଡ଼ିଲା ବନ୍ଧୁର ନାବାଳିକା କନ୍ୟା

କାମନା ନିଆଁରେ ବଳିପଡ଼ିଲା ବନ୍ଧୁର ନାବାଳିକା କନ୍ୟା ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ନିରାପଦ ଜୀବନଯାପନ ପାଇଁ ମଣିଷ ଅନ୍ୟ ସହିତ ବନ୍ଧୁତା ସ୍ଥାପନ କରିଥାଏ କିନ୍ତୁ ବେଳେ ବେଳେ ଏହି ବନ୍ଧୁ ଏପରି କର୍ମ ଘଟାଇଥାଏ ଯେଉଁଥିପାଇଁ ବନ୍ଧୁତା ଶବ୍ଦଟି କଳଙ୍କ ପାଲଟିଯାଏ । ଏହିପରି କଳଙ୍କିତ ବନ୍ଧୁତ୍ୱର ନିଦର୍ଶନ ଦେଖିବାକୁ ମିଳିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଉଚ୍ଚପଦା ପଂଚାୟତର ନଟିମାଳ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ବସନ୍ତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଜନୈକ ବ୍ୟକ୍ତି ଜଣେ…

Read More

ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ

ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ କଟକ(ଏନ୍‌.ଏମ୍‌.): କଟକସହ ରେ ନକଲି ଘିଅ, ତେଲ, ସସ, ଜର୍ଦ୍ଦା, ଗୁଟୁଖା ପରେ ଏବେ ମାଲଗୋଦାମରେ ନକଲ ଡାଲି ବିକ୍ରି ହେଉଥିବା ଜଣାପଡିଛି । କମିଶନରେଟ ପୁଲିସ ଏବଂ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କଟକ ମାଲଗୋଦାମରେ ଚଢଉ କରାଯାଇଛି । ଚଢଉ ବେଳେ ୪୦ କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡାଲି ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ…

Read More

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ : ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ

ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ : ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ ମନୋନୀତ ୧୮ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱର(ଏନ୍‍.ଏମ୍‍.): ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ…

Read More

ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ

ତାମିଲନାଡୁରେ ହେଲକପ୍ଟର ଦୁର୍ଘଟଣା: ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ମୃତ ନୂଆଦିଲ୍ଲୀ(ଏନ୍‍.ଏମ୍‍.): ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ପ୍ରାଣ ହରାଇଛନ୍ତି । ଏବେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂହ ୱେଲିଂଟନରେ ଥିବା ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି…

Read More

ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ

ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ କଟକ(ଏନ୍‌.ଏମ୍‌.): ଲଗାତାର ଷାଠିଏ ଦିନରେ ଷାଠିଏ ଗଳ୍ପ ଲେଖି ଚର୍ଚ୍ଚା ପାଲଟିଛନ୍ତି ଜୟଶ୍ରୀ ସାହୁ । ଅଳ୍ପ ବୟସରୁ ସାରସ୍ୱତ ସାଧନାରେ ପାଦଥାପିଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସଫଳ ହୋଇପାରିଛନ୍ତି । ଜାତୀୟସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ସଞ୍ଚାର ମାଧ୍ୟମରେ ଅନୁଷ୍ଠିତ ଷାଠିଏ ଦିନରେ ଷାଠିଏ ଗଳ୍ପ ପ୍ରତିଯୋଗିତାରେ ଶୈଳବାଳା ମହିଳା ସ୍ୱୟଂଶାସିତ…

Read More

ଜାତୀୟ ସଶସ୍ତ୍ର ବାହିନୀ ପତାକା ଦିବସରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପତାକା ପ୍ରଦାନ

ଜାତୀୟ ସଶସ୍ତ୍ର ବାହିନୀ ପତାକା ଦିବସରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପତାକା ପ୍ରଦାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଜାତୀୟ ସଶସ୍ତ୍ରବାହିନୀ ପତାକା ଦିବସ ଉପଲକ୍ଷେ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ କମୋଡର ଘନଶ୍ୟାମ୍ ଓଝା ସଶସ୍ତ୍ରବାହିନୀ ପତାକା ପ୍ରଦାନ କରିଥିଲେ । ରାଜ୍ୟ ସୈନିକ ବୋର୍ଡ ଆନୁକୂଲ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦିବଂଗତ ସୈନିକଙ୍କ ପରିବାରବର୍ଗଙ୍କ ଆର୍ôଥକ ସହାୟତା ନିମନ୍ତେ ଦାନ ପାଣ୍ଠି ସଂଗ୍ରହ ଅଭିଯାନ କରାଯାଇଥାଏ…

Read More

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ

ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଧାନଚାଷ ପ୍ଲଟ୍‌ର ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ଆରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଅନ୍ତର୍ଗତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଏକ ନିର୍ଭୁଲ ଚାଷୀ ନାମପଞ୍ଜିକରଣ ତାଲିକା ପ୍ରସ୍ତୁତ କରାଯାଉଛି । ଏଥି ନିମନ୍ତେ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ସହଯୋଗରେ ସାଟେଲାଇଟ୍‌? ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ପାଇଲଟ୍ ପ୍ରକଳ୍ପ ଭାବରେ ରାଜ୍ୟର ୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ନାମ…

Read More

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କଟକ(ଏନ୍‌.ଏମ୍‌.): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ସିପାହୀ ସହଦେବ ପରିଡ଼ାଙ୍କ ଅଫିସ, ଓଏମସି ସରକାରୀ ବାସଭବନ, ମାଳତୀ ପାଟପୁରରେ ଥିବା ଶଶୁରଘର, ପୁରୀ ଚନ୍ଦନପୁରରେ ଥିବା ପୈତୃକ ଘର, କଟକ ତିନିଘରିଆଛକ ନିକଟରେ ଥିବା ୩ମହଲା ବିଶିଷ୍ଟ ଅଟ୍ଟାଳିକା, ଗଣ୍ଡରପୁରସ୍ଥିତ ଆଜବେଷ୍ଟ…

Read More

ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ

ଜୱାଦ ଉଜାଡି ଦେଲା ଚାଷୀର ଆଶା ଭରସା: ଦୋହଲାଇ ଦେଲା ଆର୍ଥିକ ମେରୁଦଣ୍ଡ କୋଣାର୍କ (ଏନ୍‌.ଏମ୍‌.): ଦକ୍ଷିଣ-ଉତ୍ତର ଓ ସଂଲଗ୍ନ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଜୱାଦ’ ଚାଲିଯାଇଛି କିନ୍ତୁ ଚାଷୀର ବର୍ଷକ ରୋଜଗାର ଛଡ଼ାଇନେବା ସହ ଆଶା ଭରସାକୁ ଉଜାଡ଼ି ଦେଇଛି । ଜୱାଦ ସମୁଦ୍ର ଗର୍ଭରେ ବାରମ୍ବାର ଦିଗ ବଦଳାଉଥିବାରୁ ପାଣିପାଗ ବିଭାଗର ପକ୍ଷରୁ ସଠିକ ପୂର୍ବାନୁମାନ କରିବା ସମ୍ଭବପର ହୋଇ ନଥିଲା । ଏହି ସାମୁଦ୍ରିକ ଝଡ ଜୱାଦ ସ୍ଥଳଭାଗ…

Read More

ଜାତୀୟ ସିନିୟର ମହିଳା ଫୁଟବଲ: ସେମିରେ ଓଡ଼ିଶା

ଜାତୀୟ ସିନିୟର ମହିଳା ଫୁଟବଲ: ସେମିରେ ଓଡ଼ିଶା କଟକ(ଏନ୍‌.ଏମ୍‌.): କେରଳରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଓଡ଼ିଶା ୨-୦ ଗୋଲରେ ତାମିଲନାଡକୁ ପରାସ୍ତ କରିଥିଲା । ବିଜୟ ଦଳର ଅଧିନୟିକା କରିସ୍ମା ଓରମା ୨୭ତମ ମିନିଟରେ ପ୍ରଥମ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ । ଏହାପରେ ସତ୍ୟବତୀ ଖଡିଆ ୩୭ତମ ମିନିଟରେ ଦ୍ୱିତୀୟ ଗୋଲ କରିଥିଲେ ।…

Read More