ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଦେଲା ୟୁଥ ଫର ସେବା
ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଦେଲା ୟୁଥ ଫର ସେବା ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ଫର ସେବା ପକ୍ଷରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ସ୍ଥିତ ନୂଆପାଟଣା ଗ୍ରାମର ୭ନମ୍ବର ୱାର୍ଡ଼ ବାସିନ୍ଦା ହରିଶ୍ଚନ୍ଦ୍ର ବେହେରାଙ୍କ ପୁଅ ପ୍ରକାଶ ବେହେରା ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ଼ ହରାଇବା ପରେ ନିଜର ଜୀବନଜୀବିକା ପାଇଁ ବହୁପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ…
