ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ
ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ କଟକ(ଏନ୍.ଏମ୍.): ମାନବିକତା ଦେଖାଇ ଉଦାହରଣ ସୃଷ୍ଟି କଲେ ସାମାଜିକ କଟକ ମହାନଗର ନିଗମ ୫୬ ନମ୍ବର ୱର୍ଡ଼ ବାଲିକୁଦା ଗ୍ରାମର ସାମାଜୀକ କର୍ମୀ, ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ସୁକାନ୍ତ ସେଠୀଙ୍କ ମା ରଜନୀ ସେଠୀ, ଗତ ଡିସେମ୍ବର ମାସ ୩ ତାରିଖରେ ମୃତ୍ୟୁ ଘଟିଥିଲା । ଗରିବ ଲୋକମାନଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ, ଶବଦାହ ନିମନ୍ତେ ଜାଳେଣି କାଠ କିଣିବା, ଏବଂ ଶବ…
