ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା
ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କ୍ରିମିନାଲ କୋର୍ଟସ ବାର ଆସୋସିଏସନ ସଭାପତିଙ୍କୁ ସମ୍ବର୍ଦ୍ଧନା କଟକ(ଏନ୍.ଏମ୍.): ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ କଟକ କ୍ରିମିନାଲ କୋର୍ଟସ ବାରର ଆସୋସିଏସନର ନବ ନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରମାକାନ୍ତ ଭୋଇ, ପ୍ରଦୀପ…
