ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଅସହାୟ ପାଲଟିଛି ପୁଲିସ ସହାୟତା କେନ୍ଦ୍ର: ଗୃହ ନିର୍ମାଣ ସତ୍ତ୍ୱେ ଉଦ୍‍ଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଚୌଦ୍ୱାର(ଏନ୍‍.ଏମ୍‍.): ଜନସାଧାରଣଙ୍କୁ ସୁରକ୍ଷା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଘୋଷଣା ହୋଇଥିବା ପୁଲିସ ସହାୟତା କେନ୍ଦ୍ର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ତେବେ ଏହି ପ୍ରକଳ୍ପର ବିଳମ୍ବ ସମ୍ପର୍କରେ କାହାରି ପାଖରେ ସନ୍ତୋଷ ଜନକ ଉତ୍ତର ମିଳୁନଥିବା ନେଇ ଏହି ଘୋଷଣା କେବଳ ପାଣି ଫୋଟକାଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ…

Read More

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ

ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ବାଲ୍ମୀକିନଗର ସେକ୍ଟର ୧୩ ଆଦିବାସୀ ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ଓଡ଼ିଶା ଆଦିବାସୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡିଶା ଆଦିବାସୀ ସମାଜ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡେପୁଟୀ ମେୟର ସୁଶ୍ରୀ ମାଝୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଡେପୁଟି…

Read More

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏକୁଳର ହେଲୁ ନା ସେ କୂଳର

ଦୋଛକିରେ ବସ୍ତିବାସିନ୍ଦା: ଆମ୍ଭେ ଏ କୂଳର ହେଲୁ ନା ସେ କୂଳର ରାସ୍ତାରେ ଲହଡି ମାରୁଛି ଡ୍ରେନର ନର୍ଦ୍ଦମାପାଣି ବୁଝିବ କିଏ ? ‘ମେୟର ଏକାହିଁ ସାହା ଭରସା’ ଜଗତପୁର (ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେବା ଏକ ସାଧାରଣ ଘଟଣା ହୋଇ ପଡ଼ିଛି । ସିଏମସି ଅନ୍ତର୍ଗତ ୫୯ଟି ଯାକ ୱାର୍ଡ଼ରେ କିଛିନାକିଛି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରିବାରେ ସିଏମସି କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ବିଶେଷ କରି…

Read More

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ

ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ ବାଲେଶ୍ୱର(ଏନ୍‌.ଏମ୍‌.): ସ୍ୱାମୀଙ୍କ ଶେଷ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାକୁ ଆସିଛନ୍ତି ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ସ୍ୱାମୀ ଯାହା ଭାବିଥିଲେ, ତା’କୁ ସେ ଜୀବିତାବସ୍ଥାରେ ପୂରଣ କରି ପାରି ନଥିଲେ । କିନ୍ତୁ ସ୍ୱାମୀଙ୍କ ଅବର୍ତ୍ତମାନରେ ପତ୍ନୀ ଉକ୍ତ ସ୍ୱପ୍ନକୁ ପୂରଣ କରିଛନ୍ତି । ଏହି ଚର୍ଚ୍ଚିତ ବ୍ୟକ୍ତି…

Read More

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଭୁବନେଶ୍ୱର(ଏନ୍‌.ଏମ୍‌.) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ…

Read More

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସମୁଦ୍ର କୂଳରେ ଅନୁଷ୍ଠିତ ହୋଇଯାଇଛି ବିଚ କନେକ୍ଟ (ସଂଯୋଗ:ସ୍ୱର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ । ଏହି ଅବସରରେ ଆଜି ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ…

Read More

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ? ଜଗତପୁର(ଏନ୍‌.ଏମ୍‌.): କଟକ ସହରକୁ ଏକ ନୂଆ ରୂପ ଦେବା ପାଇଁ ରାଜ୍ୟସରକାର ଏକକାଳୀନ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର, କଟକ ନେତାଜୀ ବସ ଟର୍ମିନାଲକୁ ମଧ୍ୟ ବିଶ୍ୱସ୍ତରୀୟ କରିବା ନିମନ୍ତେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଏହାର ଭୂଗୋଳ ପରିବର୍ତ୍ତନ କରାଯାଉଥିବାବେଳେ କଟକ ସହରକୁ ମୁଖ୍ୟତଃ ସଂଯୋଗ କରାଯାଇଥିବା ଆଇବି…

Read More

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ

ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ କୁଏତରେ ସଂଗୀତ ସମାରୋହ କାର୍ଯ୍ୟକ୍ରମ: ଏରିଆ ସଭାପତି ବିଶ୍ୱରଞ୍ଜନ ସମ୍ବର୍ଦ୍ଧିତ ଦେଖନ୍ତୁ କୁଏତରୁ ମନଛୁଆଁ କାର୍ଯ୍ୟକ୍ରମର ବିରଳ ଭିଡିଓ … କୁଏତ(ଏଜେନ୍ସି): ପ୍ରବାସୀ ଭାରତୀୟ ପରିଷଦ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଏତର ଆବୁ ହଲିଫାର ଦୁମ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟମାନଙ୍କ ସହୃଦୟତା, ସରଳତା, ପରୋପକାରୀ ଭଳି ସଂସ୍କାରକୁ ନେଇ ବିଶ୍ୱଗୁରୁର ଆଖ୍ୟା ଅର୍ଜନ କରିଥିବା ମତପ୍ରକାଶ ପାଇଥିଲା…

Read More

ଜଗତପୁର କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଜଗତପୁର କେନାଲବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲର ଜିରୋପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏଥିଯୋଗୁ ଯାତୟାତରେ ସମସ୍ୟା ହେଉଥିବା ବେଳେ ଅନେକ ସମୟରେ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଛି । ପ୍ରତିିଦିନ ବହୁ ସଂଖ୍ୟକ ଲୋକ ଜଗତପୁର ପୁରୁଣା ଶିଳ୍ପାଞ୍ଚଳ, ନିମପୁର ମେଡିକାଲ, ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟ ଓ…

Read More

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ

ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ ଜଗତପୁର(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ ପୁରୁଣା ଜଗତପୁର ଅଞ୍ଚଳରେ କଟକ ଡେପୁଟି ମେୟର ଦମୟନ୍ତୀ ମାଝି ଆଜି ଅପରାହ୍ନରେ ୱାର୍ଡବାସୀଙ୍କ ସମସ୍ୟା ତଦାରଖ କରିଛନ୍ତି । ଉକ୍ତ ୱାର୍ଡ଼ରେ ସ୍ଥାନୀୟ କର୍ପୋରେଟର ନଳିନୀ ବେହୋରାଙ୍କ ସହିତ ୱାର୍ଡ ବିଜେଡି କର୍ମକର୍ତ୍ତା ମାନେ ପୁରୁଣା ଜଗତପୁର ଶନିଶ୍ଚର ମନ୍ଦିର ପାଖରୁ ଖର୍ଦ୍ଧା ସାହି, ଠାକୁର ସାହି, ତେଲି ସାହି, ଖଣ୍ଡାୟତ ସାହି ଓ ମଲ୍ଲିକ ସାହିର…

Read More

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ

ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ ଭୁବନେଶ୍ୱର(ଏନ୍‌.ଏମ୍‌.) : ଓଡ଼ିଶାରେ ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରୟ) ଶିଳ୍ପ କୋଭିଡ୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ବ୍ୟବସାୟ ପରିବେଶ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚିଥିବା ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ୍‍ (ଆଇଡିଏସ୍‍ଏ) ପକ୍ଷରୁ ଏଠାରେ ପ୍ରକାଶିତ ଏକ ବାର୍ଷିକ…

Read More

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ ମାହାଙ୍ଗା(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନିନା ବେଉରା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ନୀନାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ନୀନା ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ନୀନା ରାୟଗଡାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା…

Read More