ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ
ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ କଟକ(ଏନ୍.ଏମ୍.): ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାର୍ଯ୍ୟରେ ନିୟୋଜିତ କରିବା କିମ୍ବା ୧୫ବର୍ଷରୁ ୧୮ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ବୋଲି ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା କାର୍ଯ୍ୟାଳୟ ଆନୁକୁଲ୍ୟରେ ଏକ ସଚେତନତା…
