ରାହୁଲ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା ପ୍ରତିବାଦରେ ମୁହଁ ଖୋଲିଲା ମାହାଙ୍ଗା କଂଗ୍ରେସ
ରାହୁଲ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା ପ୍ରତିବାଦରେ ମୁହଁ ଖୋଲିଲା ମାହାଙ୍ଗା କଂଗ୍ରେସ ମାହାଙ୍ଗା(ଏନ୍.ଏମ୍.): ଭାରତରେ ସ୍ୱାଧୀନତା ଆଣିଥିବା କଂଗ୍ରେସ ଦଳକୁ ଆକ୍ରୋଶ ମୂଳକ ଭାବେ ବଦନାମ କରିବା ଓ କଂଗ୍ରେସର ମୁଖ୍ୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡ଼ି ଲଗାଇ ବାରମ୍ବାର ହଇରାଣ କରିବା ଘଟଣାକୁ ନିନ୍ଦା କରିଛି ମାହାଙ୍ଗା କଂଗ୍ରେସ । ଏ ମୋଦି ସରକାରଙ୍କ ଏକ ରାଜନୈତିକ ଚକ୍ରାନ୍ତ ବୋଲି କର୍ମକର୍ତ୍ତାମାନେ ଅଭିଯୋଗ ଆଣିଛନ୍ତି । ଗତ କିଛି…
